ETV Bharat / sports

IPL 2022: ଦାମି ଖେଳାଳି ଶ୍ରେୟାସ ଆୟର, 12.25 କୋଟିରେ କିଣିଲା KKR

author img

By

Published : Feb 12, 2022, 1:18 PM IST

ଆଇପିଏଲ ନିଲାମି ପ୍ରକ୍ରିୟାରେ 12.25 କୋଟିରେ ଶ୍ରେୟାସ ଆୟରଙ୍କୁ କିଣିଲା କେକେଆର୍‌ ।

IPL 2022: ଦାମି ଖେଳାଳୀ ଶ୍ରେୟାସ ଅୟର, 12.25 କୋଟିରେ କିଣିଲା KKR

ବେଙ୍ଗାଲୁରୁ: ଚାଲିଛି ସର୍ବବୃହତ ଟି20 ଲିଗ IPL 2022ର ହାଇବଜେଟ ନିଲାମ ପ୍ରକ୍ରିୟା । ଆଇପିଏଲ ନିଲାମି ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଟଙ୍କାରେ ନିଲାମ ହୋଇଛନ୍ତି ଶ୍ରେୟାସ ଆୟର । 12.25 କୋଟିରେ ଶ୍ରେୟାସ ଆୟରଙ୍କୁ କିଣିଛି କେକେଆର୍‌ ।

ଆଜି ବେଙ୍ଗାଲୁରୁରେ ଆଇପିଏଲ୍ 2022 ମେଗା ନିଲାମ ଅନୁଷ୍ଠିତ ହେଉଛି ଏବଂ ଏହା ଦୁଇ ଦିନିଆ କାର୍ଯ୍ୟକ୍ରମ ଯାହା ରବିବାର ଦିନ ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.