ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL 2022) 66ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ଜିଆଣ୍ଟ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ଟସ୍ ଜିତି ନିଷ୍ପତ୍ତି ବ୍ୟାଟିଂ ନିଷ୍ପତ୍ତି ନେଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । 16 ପଏଣ୍ଟ ହାସଲ କରିଥିବା ସୁପରଜିଆଣ୍ଟ୍ସ ଆଜିର ମ୍ୟାଚ ଜିତି ପ୍ଲେ ଅଫରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ସେପଟେ ଆଜିର ମ୍ୟାଚ୍ କୋଲକାତା ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିବ ।
-
#LSG have won the toss and they will bat first against #KKR.
— IndianPremierLeague (@IPL) May 18, 2022 " class="align-text-top noRightClick twitterSection" data="
Live - https://t.co/NbhFO1ozC7 #KKRvLSG #TATAIPL pic.twitter.com/SMb8cDc0s9
">#LSG have won the toss and they will bat first against #KKR.
— IndianPremierLeague (@IPL) May 18, 2022
Live - https://t.co/NbhFO1ozC7 #KKRvLSG #TATAIPL pic.twitter.com/SMb8cDc0s9#LSG have won the toss and they will bat first against #KKR.
— IndianPremierLeague (@IPL) May 18, 2022
Live - https://t.co/NbhFO1ozC7 #KKRvLSG #TATAIPL pic.twitter.com/SMb8cDc0s9
ଚୂଡାନ୍ତ ଏକାଦଶ:-
KKR: ଭେଙ୍କଟେଶ ଆୟର, ଅଭିଜିତ ତୋମାର, ଶ୍ରେୟାସ ଆୟର(କ୍ୟାପ୍ଟେନ), ନିତିଶ ରାଣା, ସାମ ବିଲିଙ୍ଗସ(ୱିକେଟ କିପର), ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ, ସୁନିଲ ନାରିନ, ଉମେଶ ଯାଦବ, ଟିମ ସାଉଥି, ବରୁଣ ଚକ୍ରବର୍ତ୍ତୀ
LSG: କ୍ବିଣ୍ଟନ ଡିକକ(ୱିକେଟ କିପର), କେ.ଏଲ ରାହୁଲ(କ୍ୟାପ୍ଟେନ), ଇଭିନ ଲ୍ବିସ, ଦୀପକ ହୁଡ୍ଡା, ମନନ ବୋହରା, ମାର୍କସ ଷ୍ଟୋନିସ, ଜସୋନ ହୋଲ୍ଡର, କ୍ରିଷ୍ଣପ୍ପା ଗୌତମ, ମୋହସିନ ଖାନ, ଅଭେଳ ଖାନ, ରବି ବିଷ୍ଣୋଇ