ETV Bharat / sports

IPL 2022 Auction: 30 ଲକ୍ଷରେ ଅର୍ଜୁନଙ୍କୁ କିଣିଲା MI

author img

By

Published : Feb 13, 2022, 9:15 PM IST

30 ଲକ୍ଷରେ ସଚ୍ଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ(MI) । ଅଧିକ ପଢନ୍ତୁ

IPL 2022 Auction: 30 ଲକ୍ଷରେ ଅର୍ଜୁନଙ୍କୁ କିଣିଲା MI
IPL 2022 Auction: 30 ଲକ୍ଷରେ ଅର୍ଜୁନଙ୍କୁ କିଣିଲା MI

ବେଙ୍ଗାଲୁରୁ: ଏଥର ମଧ୍ୟ ସଚ୍ଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ(MI) । 30 ଲକ୍ଷରେ ଅର୍ଜୁନଙ୍କୁ କିଣିଛି ମୁମ୍ବାଇ । IPL 15 ତମ ସଂସ୍କରଣରେ ନୂଆ ଟିମ୍ ଭାବେ ସାମିଲ ହୋଇଥିବା ଗୁଜୁରାଟ ଟାଇଟନ୍ସ ମଧ୍ୟ ଅର୍ଜୁନଙ୍କୁ କିଣିବା ପାଇଁ ଇଚ୍ଛୁକ ଥିଲା ।

ଶେଷରେ ମୁମ୍ବାଇ ଅର୍ଜୁନଙ୍କୁ ନେଇଛି । ସେପଟେ କେ ଭଗତ ବର୍ମାଙ୍କୁ 20 ଲକ୍ଷରେ ନେଇଛି ଚେନ୍ନାଇ ସୁପର କିଙ୍ଗ୍‌ସ । ସେହିପରି ଶୁଭମ ଗରହ୍ବାଲଙ୍କୁ ରାଜସ୍ଥାନ ରୟାଲ୍ସ, ଇଂଲଣ୍ଡ ପ୍ଲେୟର ବେନୀ ହୋୱେଲଙ୍କୁ 40 ଲକ୍ଷରେ ପଞ୍ଜାବ, 20 ଲକ୍ଷରେ ରାହୁଲ ବୁଦ୍ଧିଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ, ନ୍ୟୁଜିଲାଣ୍ଡ ପେସର ଟିମ୍‌ ସାଉଥିଙ୍କୁ 1.5 କୋଟିରେ ନେଇଛି କୋଲକାତା ନାଇଟ ରାଇଡର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.