ETV Bharat / sports

ଆଇପିଏଲ ମହାସମର: ପଞ୍ଜାବ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

author img

By

Published : Apr 23, 2021, 7:11 PM IST

Updated : Apr 23, 2021, 7:22 PM IST

ଟସ୍‌ ଜିତି ପଞ୍ଜାବ କିଙ୍ଗ୍ସ କ୍ୟାପଟେନ କେଏଲ ରାହୁଲ ବୋଲିଂ ନିଷ୍ପତ୍ତି । ଅଧିକ ପଢନ୍ତୁ...

IPL 2021: Punjab Kings opt to bowl against Mumbai indians
ଆଇପିଏଲ ମହାସମର: ପଞ୍ଜାବ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଚେନ୍ନାଇ: ଆଇପିଏଲର 2021ର 17ତମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ରହିଛି । ରୋହିତ ଶର୍ମାଙ୍କ ନେତୃତାଧିନ ମୁମ୍ବାଇ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଥିବାବେଳେ ବିଜୟ ଟ୍ରାକ୍‌କୁ ଫେରିବା ଲକ୍ଷ୍ୟରେ ରହିଛି କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଛି । ଟସ୍‌ ଜିତି ପଞ୍ଜାବ କିଙ୍ଗ୍ସ କ୍ୟାପଟେନ କେଏଲ ରାହୁଲ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ ।

ଚୁଡାନ୍ତ ଏକାଦଶ:

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, କ୍ବିଣ୍ଟନ ଡିକକ୍‌, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, କିରଣ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁଣାଳ ପାଣ୍ଡ୍ୟା, ଜୟନ୍ତ ଯାଦବ, ରାହୁଲ ଚହର, ଜଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ।

ପଞ୍ଜାବ କିଙ୍ଗ୍ସ: କେଏଲ ରାହୁଲ ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ୍‌, ନିକୋଲାସ ପୁରନ, ଦୀପକ ହୁଡ୍ଡା, ଏମ ହେନେରିକ୍ସ, ଶାହାରୁଖ କାନ, ଫାବିଏନ ଆଲେନ, ରବି ବିଷ୍ଣୋଇ, ମହମ୍ମଦ ସାମି, ଏ ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 23, 2021, 7:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.