ETV Bharat / sports

IPL2021: ଟସ୍‌ ଜିତିଲେ ମୋର୍ଗାନ, ଦିଲ୍ଲୀକୁ ବ୍ୟାଟିଂ ଆମନ୍ତ୍ରଣ

ଟସ୍‌ ଜିତି KKR କ୍ୟାପଟେନ ଇଆନ ମୋର୍ଗାନ ପ୍ରଥମେ ବୋଲିଂ ନିଷ୍ପତ୍ତି । ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ । ଅଧିକ ପଢନ୍ତୁ...

IPL 2021: KKR won the toss, chose to bowl against DC
IPL 2021:ଟସ୍‌ ଜିତିଲେ ମୋର୍ଗାନ, ଦିଲ୍ଲୀକୁ ବ୍ୟାଟିଂ ଆମନ୍ତ୍ରଣ
author img

By

Published : Sep 28, 2021, 3:23 PM IST

Updated : Sep 28, 2021, 3:38 PM IST

ଶାରଜାହ: ଆଇପିଏଲ ୨୦୨୧ର ୪୧ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ (DC) ଓ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି KKR କ୍ୟାପଟେନ ଇଆନ ମୋର୍ଗାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାସହ ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।

ଦିଲ୍ଲୀ କ୍ୟାପଟେନ ଋଷଭ ପନ୍ତଙ୍କ ସୂଚନା ଅନୁଯାୟୀ, ଆହତ ପୃଥ୍ବୀ ଶ'ଙ୍କ ସ୍ଥାନରେ ଷ୍ଟିଭ ସ୍ମିଥଙ୍କୁ ସୁଯୋଗ ମିଳିଛି । ଅନ୍ୟପଟେ ଆନ୍ଦ୍ର ରସେଲ, ପ୍ରସିଦ୍ଧ କ୍ରୀଷ୍ଣାଙ୍କ ସ୍ଥାନରେ ସନ୍ଦୀପ ୱାରିୟର ଓ ଟିମ ସାଉଦୀଙ୍କ ସାମିଲ କରିଛି କୋଲକାତା ନାଇଟ ରାଇଡର୍ସ ।

ଚୂଡାନ୍ତ ଏକାଦଶ:

କୋଲକାତା ନାଇଟ ରାଇଡର୍ସ: ଶୁଭମନ ଗିଲ୍‌, ଭେଙ୍କଟସ ଆୟର, ରାହୁଲ ତ୍ରିପାଠୀ, ଇଆନ ମୋର୍ଗାନ(କ୍ୟାପଟେନ୍‌), ନୀତିଶ ରାଣା, ଦିନେଶ କାର୍ତ୍ତିକ(ୱିକେଟ କିପର), ସୁନୀଲ ନାରିନ, ଲୁକି ଫର୍ଗୁସନ, ଟିମ ସାଉଦୀ, ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ ୱାରିୟର ।

ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧାୱନ, ଷ୍ଟିଭେନ ସ୍ମିଥ, ଶ୍ରେୟସ ଆୟର, ଋଷଭ ପନ୍ତ(କ୍ୟାପଟେନ୍‌/ ୱିକେଟ କିପର), ସିମ୍ରନ ହେଟମେୟର, ଲଳିତ ଯାଦବ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଡା, ଆନରିଚ ନର୍ଟଜେ, ଅଭେଶ ଖାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 28, 2021, 3:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.