ETV Bharat / sports

ଆଇପିଏଲ 2021: ଜନ୍ମଦିନରେ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ

author img

By

Published : Apr 18, 2021, 9:15 PM IST

ଆଇପିଏଲର ଏକାଦଶ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଅଧିକ ପଢନ୍ତୁ...

IPL 2021, DC VS PBKS: Birthday boy Rahul hits fifty after mayank dismissal
ଆଇପିଏଲ 2021: ଜନ୍ମଦିନରେ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ

ମୁମ୍ବାଇ: ଚଳିତ ଆଇପିଏଲର ଏକାଦଶ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଦିଲ୍ଲୀ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାପରେ ପଞ୍ଜାବର ବ୍ୟାଟିଂ ଜାରିରହିଛି । ନିଜର 29ତମ ଜନ୍ମଦିନରେ ପଞ୍ଜାବ କ୍ୟାପଟେନ କେଏଲ ରାହୁଲ ବିସ୍ଫୋରକ ଇଂନିସ ଖେଳିଛନ୍ତି ।

ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲଙ୍କ ସହ ମିଶି ଶତକୀୟ ଭାଗିଦାରୀ କରିଛନ୍ତି । ପ୍ରଥମ ୱିକେଟ ଯୋଡିରେ ଉଭୟ ମୟଙ୍କ ଓ ରାହୁଲ 122ରନ ଯୋଡିଥିଲେ । ଅଗ୍ରୱାଲ 36 ବଲ୍‌ରୁ 7 ଚୌକା ଓ 4 ଛକା ସହାୟତାରେ 69 ରନର ମାରାଥନ ଇଂନିସ ଖେଳି ଆଉଟ ହୋଇଛନ୍ତି । ପରେ ରାହୁଲ ମଧ୍ୟ 51 ବଲ୍‌ରୁ 61 ରନ୍‌ର ଇଂନିସ ଖେଳି ଆଉଟ୍‌ ହୋଇଛନ୍ତି ।

15 ଓଭର ସୁଦ୍ଧା ପଞ୍ଜାବର ସ୍କୋର 140 ରନ ପାର କରିଛି । ଫଳରେ ଏକ ବଡ ଟାର୍ଗେଟ ଆଡକୁ ମୁହାଁଇଛି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.