ETV Bharat / sports

RR vs SRH: ଟସ୍ ଜିତି ୱାର୍ଣ୍ଣରଙ୍କ ଫିଲ୍ଡିଂ ନିଷ୍ପତ୍ତି - ସନରାଇଜର୍ସ ହାଇଦ୍ରାବାଦ

ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।

RR vs SRH: ଟସ୍ ଜିତି ୱାର୍ଣ୍ଣରଙ୍କ ଫିଲ୍ଡିଂ ନିଷ୍ପତି

author img

By

Published : Oct 22, 2020, 7:33 PM IST

ଦୁବାଇ: ଆଇପିଏଲ୍-13 ରେ ଆଜିର 40 ତମ ମ୍ୟାଚ୍ । ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି ଏହି ମୁକାବିଲା । ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।

ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ଦଳରେ ଦୁଇଟି ପରିବର୍ତ୍ତନ କରିଛନ୍ତି । ଦଳରେ ଜେସନ ହୋଲ୍ଡର ବାସିଲ ଥାମ୍ପିଙ୍କ ସ୍ଥାନରେ ଓ ଶାହାବାଜ ନାଡିମ ଏବଂ କେନ ୱିଲିୟମସନଙ୍କ ସ୍ଥାନରେ ଆସିଛନ୍ତି । ଅନ୍ୟପଟେ ରାଜସ୍ଥାନ ନିଜ ଦଳରେ କୌଣସି ପରିବର୍ତ୍ତନ କରି ନାହିଁ ।

  • ରାଜସ୍ଥାନ ରୟାଲ୍ସ ଏକାଦଶ: ବେନ୍ ଷ୍ଟୋକ୍ସ, ରବିନ୍ ଉଥାପ୍ପା, ସଞ୍ଜୁ ସାମସନ୍, ଷ୍ଟିଭେନ୍ ସ୍ମିଥ୍, ଜୋସ୍ ବଟଲର, ରିଆନ୍ ପାରାଗ, ରାହୁଲ ତେୱାଟିଆ, ଜୋଫ୍ରା ଅର୍ଚର, ଶ୍ରେୟାସ ଗୋପାଳ, ଅଙ୍କିତ ରାଜପୁତ, କାର୍ତ୍ତିକ ଟ୍ୟାଗି ।
  • ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: ଡେଭିଡ ୱାର୍ଣ୍ଣର, ଜନି ବେୟାରଷ୍ଟୋ, ପ୍ରିୟମ୍ ଗର୍ଗ, ମନୀଷ ପାଣ୍ଡେ, ବିଜୟ ଶଙ୍କର, ଅବଦୁଲ ସମାଦ, ଜେସନ ହୋଲ୍ଡର, ରସିଦ ଖାନ, ଶାହାବାଜ ନାଡିମ, ସନ୍ଦୀପ ଶର୍ମା, ଟି ନାଟାରାଜନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.