ETV Bharat / sports

ଆଇପିଏଲ 2020: ଟସ ଜିତି ରାଜସ୍ଥାନ ରୟାଲ୍ସର ବୋଲିଂ ନିଷ୍ପତ୍ତି

author img

By

Published : Oct 9, 2020, 7:16 PM IST

ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

IPL 2020: RR won the toss, dicided to bowl first against DC
ଆଇପିଏଲ 2020: ଟସ ଜିତି ରାଜସ୍ଥାନ ରୟାଲ୍ସର ବୋଲିଂ ନିଷ୍ପତି

ଶାରଜା: ଆଇପିଏଲ 2020ରେ ଶୁକ୍ରବାର ଖେଳାଯାଉଛି ଟୁର୍ଣ୍ଣାମେଣ୍ଟର 23ତମ ମ୍ୟାଚ । ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସକୁ ଓ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେଉଛି ମୁକାବିଲା । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ ।

ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

We will chase at Sharjah tonight! 😃

Happy with that decision? 🤔#RRvDC | #HallaBol | #RoyalsFamily pic.twitter.com/zosXl6D15Q

— Rajasthan Royals (@rajasthanroyals) October 9, 2020

ଦୁବାଇ ଓ ଆବୁଧାବି ତୁଳନାରେ ଶାରଜାହ ଗ୍ରାଉଣ୍ଡ ଆକାରରେ ସାମାନ୍ୟ ଛୋଟ ହୋଇଥିବାରୁ ଆଜିର ମ୍ୟାଚରେ ପୁଣି ଏକ ହାଇସ୍କୋରିଂ ମ୍ୟାଚ ହେବା ନେଇ ଆଶା କରାଯାଉଛି ।

ଦିଲ୍ଲୀ କ୍ୟାପିଟାଲ୍ସ ଚୁଡାନ୍ତ ଏକାଦଶ: ପୃଥ୍ବୀ ଶ', ଶିଖର ଧାୱନ, ଶ୍ରେୟସ ଆୟର, ଋଷଭ ପନ୍ତ , ଶିମରନ ହେଟମେୟର, ମାର୍କସ ଷ୍ଟୋଇନିସ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଡା, ଅନରିଚ ନର୍ଟଜେ, ଅକ୍ସର ପଟେଲ, ହର୍ଷଲ ପଟେଲ ।

ରାଜସ୍ଥାନ ରୟାଲ୍ସ ଚୁଡାନ୍ତ ଏକାଦଶ: ଜଶସ୍ବୀ ଜୟଶ୍ବାଲ, ଜସ ବଟଲର(ୱିକେଟ କିପର), ସଞ୍ଜୁ ସାମସନ, ଆଣ୍ଡ୍ରେ ଟାଇ, କାର୍ତ୍ତିକ ତ୍ୟାଗୀ, ଷ୍ଟିଭେନ ସ୍ମିଥ(କ୍ୟାପଟେନ), ମହିପାଲ ମୋମରର, ରାହୁଲ ତେୱାତିଆ, ବରୁଣ ଆରୋନ, ଶ୍ରେୟସ ଗୋପାଳ, ଜୋଫ୍ରା ଆର୍ଚର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଶାରଜା: ଆଇପିଏଲ 2020ରେ ଶୁକ୍ରବାର ଖେଳାଯାଉଛି ଟୁର୍ଣ୍ଣାମେଣ୍ଟର 23ତମ ମ୍ୟାଚ । ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସକୁ ଓ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେଉଛି ମୁକାବିଲା । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ ।

ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

ଦୁବାଇ ଓ ଆବୁଧାବି ତୁଳନାରେ ଶାରଜାହ ଗ୍ରାଉଣ୍ଡ ଆକାରରେ ସାମାନ୍ୟ ଛୋଟ ହୋଇଥିବାରୁ ଆଜିର ମ୍ୟାଚରେ ପୁଣି ଏକ ହାଇସ୍କୋରିଂ ମ୍ୟାଚ ହେବା ନେଇ ଆଶା କରାଯାଉଛି ।

ଦିଲ୍ଲୀ କ୍ୟାପିଟାଲ୍ସ ଚୁଡାନ୍ତ ଏକାଦଶ: ପୃଥ୍ବୀ ଶ', ଶିଖର ଧାୱନ, ଶ୍ରେୟସ ଆୟର, ଋଷଭ ପନ୍ତ , ଶିମରନ ହେଟମେୟର, ମାର୍କସ ଷ୍ଟୋଇନିସ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଡା, ଅନରିଚ ନର୍ଟଜେ, ଅକ୍ସର ପଟେଲ, ହର୍ଷଲ ପଟେଲ ।

ରାଜସ୍ଥାନ ରୟାଲ୍ସ ଚୁଡାନ୍ତ ଏକାଦଶ: ଜଶସ୍ବୀ ଜୟଶ୍ବାଲ, ଜସ ବଟଲର(ୱିକେଟ କିପର), ସଞ୍ଜୁ ସାମସନ, ଆଣ୍ଡ୍ରେ ଟାଇ, କାର୍ତ୍ତିକ ତ୍ୟାଗୀ, ଷ୍ଟିଭେନ ସ୍ମିଥ(କ୍ୟାପଟେନ), ମହିପାଲ ମୋମରର, ରାହୁଲ ତେୱାତିଆ, ବରୁଣ ଆରୋନ, ଶ୍ରେୟସ ଗୋପାଳ, ଜୋଫ୍ରା ଆର୍ଚର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.