ETV Bharat / sports

ଆଇପିଏଲ୍ 2020: ପ୍ରଥମ ବ୍ୟାଟିଂ କରିବ ବିରାଟଙ୍କ ବାଙ୍ଗାଲୋର

author img

By

Published : Oct 28, 2020, 7:34 PM IST

Updated : Oct 28, 2020, 7:50 PM IST

ମ୍ୟାଚରେ ମୁମ୍ବାଇ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଏବଂ ବାଙ୍ଗାଲୋରକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।

ଆଇପିଏଲ୍ 2020: ପ୍ରଥମ ବ୍ୟାଟିଂ କରିବ ବିରାଟଙ୍କ ବାଙ୍ଗୋଲର

ଆବୁଧାବି: ଆଜି ଆଇପିଏଲ୍ 2020 ରେ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଟେବୁଲ ଟପ୍ପର ମୁମ୍ବାଇ ଇଣ୍ଡିଆନ୍ସ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ତେବେ ମ୍ୟାଚରେ ମୁମ୍ବାଇ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଏବଂ ବାଙ୍ଗାଲୋରକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।

  • ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: ଇଶାନ କିଶନ, କ୍ୱିଣ୍ଟନ ଡି କକ, ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ଜେମ୍ସ ପାଟିନ୍ସନ୍, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମରା ।
  • ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକାଦଶ: ଦେବଦତ୍ତ ପାଦିକଲ, ଜୋଶ ଫିଲିପ, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଗୁରୁକେରାଟ ସିଂ ମନ୍, ଶିବମ୍ ଦୁବେ, କ୍ରିସ୍ ମୋରିସ୍, ୱାଶିଂଟନ୍ ସୁନ୍ଦର, ଡାଲ୍ ଷ୍ଟେନ୍, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ।

Last Updated : Oct 28, 2020, 7:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.