ETV Bharat / sports

ଆଇପିଏଲ 2020: ପଞ୍ଜାବ vs କୋଲକାତା, ଟସ ଜିତି କାର୍ତ୍ତିକଙ୍କ ବ୍ୟାଟିଂ ନିଷ୍ପତ୍ତି

author img

By

Published : Oct 10, 2020, 3:30 PM IST

କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ପ୍ରଥମ ଟସ ଜିତି କୋଲକାତା ନାଇଟ ରାଇଡର୍ସ କ୍ୟାପଟେନ ଦିନେଶ କାର୍ତ୍ତିକ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

IPL 2020: KKR vs KXIP, Karthik won the toss decided to bat
ଆଇପିଏଲ 2020: ପଞ୍ଜାବ vs କୋଲକାତା, ଟସ ଜିତି କାର୍ତ୍ତିକଙ୍କ ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି: ଆଇପିଏଲର 13ତମ ସଂସ୍କରଣରେ ଆଜି(ଶନିବାର) ଦୁଇଟି ମ୍ୟାଚ ରହିଛି । ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ, ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଖେଳାଯାଉଛି । ପ୍ରଥମ ଟସ ଜିତି କୋଲକାତା ନାଇଟ ରାଇଡର୍ସ କ୍ୟାପଟେନ ଦିନେଶ କାର୍ତ୍ତିକ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

IPL 2020: KKR win toss, decide to bat first against KXIP
ପ୍ରସିଦ୍ଧ କ୍ରୀଷ୍ଣା

ଦ୍ବିତୀୟ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।

ଆଜିର ମ୍ୟାଚ କିଙ୍ଗ୍ସ ଇଲେଭେନ ପଞ୍ଜାବ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । କେଏଲ ରାହୁଲଙ୍କ ଟିମ 6ଟି ମ୍ୟାଚରୁ 5ଟି ପରାଜୟ ସହ ପଏଣ୍ଟ ଟେବୁଲର ଶେଷରେ ରହିଛି । ଫଳରେ ଟୁର୍ଣ୍ଣାମେଣ୍ଟରେ ପ୍ଲେ ଅଫ ଆଶା ପାଇଁ ଆଜିର ମ୍ୟାଚରେ ନିଶ୍ଚିନ୍ତ ବିଜୟ ଲକ୍ଷ୍ୟରେ ଆବଶ୍ୟକ କରୁଛି ।

କ୍ରିସ ଜୋର୍ଡାନ

କିଙ୍ଗ୍ସ ଇଲେଭେନ ପଞ୍ଜାବ ଚୂଡାନ୍ତ ଏକାଦଶ : କେଏଲ ରାହୁଲ(କ୍ୟାପଟେନ), ମନଦୀପ ସିଂ, କ୍ରିସ ଜୋର୍ଡାନ, କରୁଣ ନାୟର, ରବି ବିଷ୍ଣୋଇ, ଆର୍ଶଦୀପ ସିଂ, ଗ୍ଳେନ ମାକ୍ସୱେଲ, ମୁଜୀବ ଅର-ରେହମାନ, ମୟଙ୍କ ଅଗ୍ରୱାଲ, ମହମ୍ମଦ ସାମି, ନିକୋଲାସ ପୁରୋନ ।

କୋଲକାତା ନାଇଟ ରାଇଡର୍ସ ଚୂଡାନ୍ତ ଏକାଦଶ : ରାହୁଲ ତ୍ରିପାଠୀ, ଶୁଭମନ ଗିଲ, ନିତୀଶ ରାଣା, ସୁନୀଲ ନାରିନ, ଦିନେଶ କାର୍ତ୍ତିକ(କ୍ୟାପଟେନ/ୱିକେଟ କିପର), ଇଆନ ମୋର୍ଗାନ, ଆନ୍ଦ୍ରେ ରସେଲ, ପାଟ କମିନ୍ସ, ବରୁଣ ଚକ୍ରବର୍ତ୍ତୀ, କମଲେଶ ନାଗରକୋଟି, ପ୍ରସିଦ୍ଧ କ୍ରୀଷ୍ଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.