ETV Bharat / sports

IPL 2020: ରାଜସ୍ଥାନ ସାମ୍ନାରେ 185 ରନର ବିଜୟ ଲକ୍ଷ୍ୟ

author img

By

Published : Oct 9, 2020, 9:32 PM IST

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ 8 ୱିକେଟ ହରାଇ 185 ରନ ସଂଗ୍ରହ କରିଛି । ଫଳରେ ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ ସାମ୍ନାରେ 186 ରନର ବିଜୟ ଲକ୍ଷ୍ୟ ରହିଛି ।

IPL 2020: DC sets target of 185 runs against RR
ଆଇପିଏଲ 2020: ରାଜସ୍ଥାନ ସାମ୍ନାରେ 185 ରନର ବିଜୟ ଲକ୍ଷ୍ୟ

ଶାରଜା: ଆଇପିଏଲ ସମରରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେଉଛି । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର 23ତମ ମ୍ୟାଚ ଖେଳାଯାଉଛି ।

ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ 20 ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ 8 ୱିକେଟ ହରାଇ 185 ରନ ସଂଗ୍ରହ କରିଛି । ଫଳରେ ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ ସାମ୍ନାରେ 186 ରନର ବିଜୟ ଲକ୍ଷ୍ୟ ରହିଛି ।

ଦିଲ୍ଲୀ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇନାହାନ୍ତି । ସିମ୍ରନ ହେଟମେୟର ସର୍ବାଧିକ 45 ରନର ଇଂନିସ ଖେଳିଛନ୍ତି । 24 ବଲରୁ ଗୋଟିଏ ଚୌକା ଓ 5ଟି ଛକା ସହାୟତାରେ ଦ୍ରୁତ 45 ରନର ଇଂନିସ ଖେଳିଛନ୍ତି । ମାର୍କସ ଷ୍ଟୋଇନିସ 30 ବଲରୁ 4 ଛକା ସହାୟତାରେ 39 ରନର ଇଂନିସ ଖେଳିଛନ୍ତି । କ୍ୟାପଟେନ ଶ୍ରେୟସ ଆୟର 22 ଓ ପୃଥ୍ବୀ ଶ 19 ରନ କରିଛନ୍ତି । ତେବେ ଶେଷ ଭାଗରେ ହର୍ଷ, ପଟେଲ ଓ ଅକ୍ସର ପଟେଲ ଦ୍ରୁତ ରନ ସଂଗ୍ରହ କରି ଦିଲ୍ଲୀର ସ୍କୋର 180 ପାର କରାଇଥିଲେ ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଛନ୍ତି । କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ରେ ଟାଇ ଓ ରାହୁଲ ଚେୱାତିଆଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.