ETV Bharat / sports

ଆଇପିଏଲ 2020: ରାଜସ୍ଥାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ - ଚେନ୍ନାଇ ସୁପର କିଙ୍ଗ୍ସ vs ରାଜସ୍ଥାନ ରୟାଲ୍ସ ସ୍କ୍ବାଡ ଅପଡେଟ

ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଟସ ଜିିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।

CSK win toss, opts to bat first against RR
ଆଇପିଏଲ 2020: ରାଜସ୍ଥାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ
author img

By

Published : Oct 19, 2020, 7:24 PM IST

Updated : Oct 19, 2020, 7:33 PM IST

ଆବୁଧାବି: ଆଇପିଏଲ 2020ର 37ତମ ମ୍ୟାଚ ଶୈଖ ଜାୟଦ ଷ୍ଟାଡିୟମ ଆବୁଧାବିରେ ଖେଳାଯାଉଛି । ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେଉଛି ମୁକାବିଲା । ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଟସ ଜିିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।
ଉଭୟ ଟିମ ପଏଣ୍ଟ ଟେବୁଲର ଶେଷ ଦୁଇଟି ସ୍ଥାନରେ ରହିଛନ୍ତି । ଫଳରେ ପ୍ଲେ-ଅଫ ରେସ୍‌ରେ ରହିବାକୁ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛନ୍ତି ଉଭୟ ଟିମ ।

CSK win toss, opts to bat first against RR
ଚେନ୍ନାଇ ସୁପରକିଙ୍ଗ୍ସ vs ରାଜସ୍ଥାନ ରୟାଲ୍ସ

ଚେନ୍ନାଇ ସୁପର କିଙ୍ଗ୍ସ ଚୁଡାନ୍ତ ଏକାଦଶରେ ଆହତ ଡ୍ବାଇନ ବ୍ରାଭୋଙ୍କ ସ୍ଥାନରେ ଜସ ହେଜେଲଉଡ ଓ ପିୟୁସ ଚାୱଲା, କର୍ଣ୍ଣ ଶର୍ମାଙ୍କ ସ୍ଥାନରେ ସାମିଲ ହୋଇଛନ୍ତି ।

ରାଜସ୍ଥାନ ରୟାଲ୍ସ (ଚୂଡାନ୍ତ ଏକାଦଶ): ରବିନ ଉଥାପ୍ପା, ବେନ ଷ୍ଟୋକ୍ସ, ସଞ୍ଜୁ ସାମସନ(ୱିକେଟ କିପର), ଷ୍ଟିଭେନ ସ୍ମିଥ(କ୍ୟାପଟେନ), ଜସ ବଟଲର, ରିଆନ ପରାଗ, ରାହୁଲ ତେୱାତିଆ, ଜୋଫ୍ରା ଆର୍ଚର, ଶ୍ରେୟସ ଗୋପାଳ, ଅଙ୍କିତ ରାଜପୁତ, କାର୍ତ୍ତିକ ତ୍ୟାଗୀ ।

ଚେନ୍ନାଇ ସୁପର କିଙ୍ଗ୍ସ (ଚୂଡାନ୍ତ ଏକାଦଶ): ଫାଫ ଡୁପ୍ଲେସିସ, ସାମ କରନ, ସେନ ୱାଟସନ, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂ ଧୋନି(ୱିକେଟ କିପର/ କ୍ୟାପଟେନ), ରବିନ୍ଦ୍ର ଜାଡେଜା, କେଦାର ଯାଦବ, ଦୀପକ ଚହର, ପିୟୁସ ଚାୱଲା, ଶାର୍ଦ୍ଦୁଳ ଠାକୁର, ଜସ ହେଜେଲଉଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 19, 2020, 7:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.