ETV Bharat / sports

ଆଇପିଏଲ 2021: ପ୍ରଥମ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ

ଟସ ଜିତି ରାଜସ୍ଥାନ ରୟାଲ୍ସ କ୍ୟାପଟେନ ସଞ୍ଜୁ ସାମସନଙ୍କ ପ୍ରଥମେ ବୋଲିଂ ନିଷ୍ପତ୍ତି । ଅଧିକ ପଢନ୍ତୁ...

author img

By

Published : Apr 15, 2021, 7:12 PM IST

Updated : Apr 15, 2021, 7:23 PM IST

IPL 2020: Rajasthan Royals opt to bowl against Delhi Capitals
ଆଇପିଏଲ 2021: ପ୍ରଥମ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ: ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି ହାଇଭୋଲଟେଜ ମୁକାବିଲା । ୱାଙ୍ଖଡେ ଷ୍ଟାଡିୟମ ମୁମ୍ବାଇରେ ମୁହାଁମୁହିଁ ହେଉଛନ୍ତି, ଟିମ ଇଣ୍ଡିଆର ଦୁଇ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଓ ଋଷଭ ପନ୍ତ । ଉଭୟ ଖେଳାଳିଙ୍କୁ ପ୍ରଥମ ଥର ପାଇଁ ଆଇପିଏଲରେ ଅଧିନାୟକ ଦାୟିତ୍ବ ମିଳିଛି । ଫଳରେ ପ୍ରଥମ ଥର ଏହି ଦୁଇ ଯୁବ କ୍ୟାପଟେନ ସାମ୍ନାସାମ୍ନି ହେବେ ।

ଟସ ଜିତି ରାଜସ୍ଥାନ ରୟାଲ୍ସ କ୍ୟାପଟେନ ସଞ୍ଜୁ ସାମସନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

ଚୁଡାନ୍ତ ଏକାଦଶ:

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ବୀ ଶ, ଶିଖର ଧାୱନ, ଋଷଭ ପନ୍ତ(ୱିକେଟ କିପର/ କ୍ୟାପଟେନ), ଅଜିଙ୍କ୍ୟ ରାହାଣେ, ମାର୍କସ ଷ୍ଟୋଇନିସ, କ୍ରିସ ୱର୍କ୍ସ, ରବିଚନ୍ଦ୍ରନ ଅଶ୍ବିନ, ଲଳିତ ଯାଦବ, କାଗିଶୋ ରବାଡା, ଟମ କରନ, ଅଭେଶ ଖାନ ।

ରାଜସ୍ଥାନ ରୟାଲ୍ସ: ମନନ ଭୋହରା, ସଞ୍ଜୁ ସାମସନ(ୱିକେଟ କିପର/କ୍ୟାପଟେନ), ଡେଭିଡ ମିଲର, ଜସ ବଟଲର, ଶିବମ ଦୁବେ, ରିୟାନ ପରାଗ, ରାହୁଲ ତେୱାତିଆ, କ୍ରିସ ମୋରିସ, ଚେତନ ସକାରିୟା, ଜୟଦେବ ଉନତକତ, ମୁସ୍ତାଫିଜୁର ରେହମାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 15, 2021, 7:23 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.