ETV Bharat / sports

ମହିଳା ଆଇପିଏଲ: ଭେଲୋସିଟିକୁ ହରାଇଲା ସୁପରନୋଭାସ

author img

By

Published : May 10, 2019, 2:23 PM IST

Updated : May 10, 2019, 5:35 PM IST

ହରମନପ୍ରିତଙ୍କ ସୁପରନୋଭାସ ଦଳ ମିତାଲି ରାଜଙ୍କ ଭେଲୋସିଟିକୁ 12ରନରେ ହରାଇଛି । କିନ୍ତୁ ରନରେଟରେ ଆଗୁଆ ଯୋଗୁଁ ଫାଇନାଲରେ ଭେଲୋସିଟି ବନାମ ସୁପରନେଭାସ ପୁଣି ମୁହାଁମୁହିଁ ହେବେ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ଜୟପୁର: ମହିଳା ଆଇପିଏଲର ତୃତୀୟ ମ୍ୟାଚ ଗୁରୁବାର ସ୍ଥାନୀୟ ସୱାଇ ମାନସିଂ ଷ୍ଟାଡିୟମରେ ଖେଳାଯାଇଛି । ଏଥିରେ ସୁପରନୋଭାସ ଦଳ ଭେଲୋସିଟିକୁ 12ରନରେ ହରାଇଛି ।

ପ୍ରଥମେ ବ୍ୟାଟିଂ କରି ହରମନପ୍ରୀତଙ୍କ ସୁପରନୋଭାସ ଦଳ 142 ରନ କରିଥିଲା । ଦଳ ପକ୍ଷରୁ 18 ବର୍ଷୀୟା ଜେମିମା ରୋଡ୍ରିଗ୍ୟୁସ ଦମଦାର ଇଂନିସ ଖେଳିଥିଲେ । ସେ 48 ବଲରୁ ବିଷ୍ପୋରକ 77ରନର ପାଳି ଖେଳିଥିଲେ । ଏହି ପାଳିରେ 10ଟି ଚୈକା ଗୋଟିଏ ଛକା ସାମିଲ ରହିଛି ।

ଜବାବରେ ଭେଲୋସିଟି 130 ରନରେ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ କ୍ୟାପଟେନ ମିତାଲି ରାଜ 42 ବଲରୁ 40 ରନ କରିଥିଲେ । ଡାନିଏଲ ୱାଟ 33 ବଲରୁ 43 ରନର ପାଳି ଖେଳିଥିଲେ । ଭେଦା କ୍ରିଷ୍ଣାମୂର୍ତ୍ତୀ ଶେଷ ଯାଏଁ ଅପରାଜିତ ରହି 30 ରନର କରିଥିଲେ।

ଗୋଟିଏ ଲେଖାଏଁ ମ୍ୟାଚ ଜିତିବାରୁ ତିନିଦଳଙ୍କ ପଏଣ୍ଟ ବରାବର ରହିଛି । କିନ୍ତୁ ରନରେଟରେ ଆଗୁଆ ଯୋଗୁଁ ଫାଇନାଲରେ ଭେଲୋସିଟି ବନାମ ସୁପରନେଭାସ ପୁଣି ମୁହାଁମୁହିଁ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସ୍ଲଗ -  ବଲାଗିଂର କ୍ଲାସ କରିବାକୁ ଆସି ହଟହଟା ହେଲେ ଛାତ୍ର ଛାତ୍ରୀ, ବିନା ପ୍ରାକ ଶୁଚନାରେ କ୍ଲାସ ଓ ପରିକ୍ଷା ବାତିଲକୁ ନେଇ ଅସନ୍ତୋଷ ଛାତ୍ର ଛାତ୍ରୀ
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୦୬-୦୫-୧୯
ଫରମାଟ -ଏଭିଓ ବାଇଟ
ଏଙ୍କର-
ବଲାଗିଂର ଇନ୍ଦିରା ଗାନ୍ଧି ମୁକ୍ତ ମହାବିଦ୍ୟାଲୟରେ କ୍ଲାସ କରିବାକୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ହଟ ହଟା ହେବାକୁ ପଡିଛି । ବିନା ପ୍ରାକ ଶୁଚନାରେ ଇଗ୍ନୋ କତ୍ତୃପକ୍ଷ ବିଏସସି କ୍ଲାସ ଓ ପରିକ୍ଷା ବାତିଲ କରିବାକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆଜି ଇଗ୍ନୋରେ ବିଏସସିରେ ପାଠ ପଢୁଥିବା ୪୦ରୁ ଉଦ୍ଧ୍ୱର୍ ଛାତ୍ର ଛାତ୍ରୀ ପ୍ରାକ୍ଟିକାଲ କ୍ଲାସ କରିବାକୁ ଦୁର ଦୁରାନ୍ତରୁ ଆସିଥିଲେ । ଏବଂ ଏଠି ଆସିବା ବେଲକୁ ତାଙ୍କୁ ବିନା ଶୁଚନାରେ କ୍ଲାସ ହେବ ନାହିଁ କିମ୍ବା ଆଗକୁ ହେବାକୁ ଥିବା ପରିକ୍ଷା ମଧ୍ୟ ହେବ ନାହିଁ ବୋଲି ଶୁଣିବାକୁ ମିଲିଥିଲା । ଯାହକୁ ନେଇ ଏମାନେ ଅସନ୍ତୋଷ ହୋଇଥିବା ବେଲେ କାହିଁକି ବିନା ଶୁଚନାରେ ଏସବୁ ହେଲା ଏବଂ କେବେ ପୁଣି କ୍ଲାସ ତଥା ପରିକ୍ଷା ହେବ ତାକୁ ନେଇ ସମସ୍ତେ ଦ୍ୱନ୍ଦରେ ଅଛନ୍ତି । ଏହାକୁ ନେଇ ଏମାନେ କଲେଜ ସମ୍ମୁଖରେ ଧାରଣା ଦେବା ସହ ଉଚିତ ଜବାବ ତଲବ କରିଛନ୍ତି । ସେପଟେ ଇଗ୍ନୋ କତ୍ତୃପକ୍ଷ ପ୍ରବଲ ଗରମ ଯୋଗୁଁ ସବୁ ସ୍ଥଗିତ ଥିବାର କହିବା ସହ ମୁଖ୍ୟ କାର୍ଯ୍ୟାଲୟ ସହିତ ସମନ୍ୱୟର ଅଭାବ ଯୋଗୁଁ ସବୁ ବାତିଲ କରିବାକୁ ପଡିଛି ବୋଲି କହିଛନ୍ତି । ସେହିପରି ଛାତ୍ର ଛାତ୍ରୀଙ୍କୁ ଆଜି ଏହାର ଶୁଚନା ଦିଆ ଯାଇଥିବା ବେଲେ ଆଗକୁ ମଧ୍ୟ ସବୁ ଶୁଚନା ଛାତ୍ର ଛାତ୍ରୀ ମାନଙ୍କୁ ପୁର୍ବରୁ ଜଣାଇ ଦିଆ ଯିବ ବୋଲି କହିଛନ୍ତି । ଏବଂ ମୁଖ୍ୟ କାର୍ଯ୍ୟାଲୟ ପାଖରୁ ପୁନଃବାର ନିର୍ଦ୍ଦେଶ ଆସିଲେ ତଦ ଅନୁସାରେ କ୍ଲାସ ଓ ପରିକ୍ଷା ହେବ ବୋଲି ଏଠିକାର ସଂଯୋଜକ କହିଛନ୍ତି ।
ବାଇଟ-ସନ୍ତୋଷିନି ସିଂହ ଦେଓ - ଛାତ୍ରୀ
ବାଇଟ- ଅସିତ କୁମାର ସାହୁ- ଛାତ୍ର
ବାଇଟ- ପବିତ୍ର ମୋହନ ଦେବତା- ସଂଯୋଜକ ଇଗ୍ନୋ ବଲାଗିଂର 
Last Updated : May 10, 2019, 5:35 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.