ETV Bharat / sports

ମୁମ୍ବାଇ ଇଣ୍ଡିଆନ୍ସରେ ଚମକୁଥିବା ସୂର୍ଯ୍ୟ - ଆଇପିଏଲ

ମୁମ୍ବାଇ ଇଣ୍ଡିଆନ୍ସର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ । ତାଙ୍କର ଉପଯୋଗ ପାଳି ମୁମ୍ବାଇ ଇଣ୍ଡିଆନ୍ସକୁ ଚତୁର୍ଥଥର ଆଇପିଏଲ ଚମ୍ପିୟାନ ହେବାକୁ ସୁଯୋଗ ଦେଇଛି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 9, 2019, 1:34 PM IST

ଚେନ୍ନାଇ: ମୁମ୍ବାଇ ଇଣ୍ଡିଆନ୍ସର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ । ଚଳିତ ଆଇପିଏଲରେ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂର ଚମକ ଲଗାତାର ଦେଖିବାକୁ ମିଳୁଛି । ସେଥିପାଇଁ ତାଙ୍କୁ ମୁମ୍ବାଇର ଚମକୁଥିବା ସୂର୍ଯ୍ୟ ବୋଲି କୁହାଯାଉଛି ।

ମୁମ୍ବାଇ ଦଳରେ ଅନେକ ଷ୍ଟାର ବ୍ୟାଟ୍ସମ୍ୟାନ ଅଛନ୍ତି । ଅନ୍ୟ ଖେଳାଳିଙ୍କ ତୁଳନାରେ ସୂର୍ଯ୍ୟକୁମାରଙ୍କ ଚର୍ଚ୍ଚା କମ ହୁଏ । କିନ୍ତୁ ତାଙ୍କର ଉପଯୋଗ ପାଳି ମୁମ୍ବାଇ ଇଣ୍ଡିଆନ୍ସକୁ, ଚତୁର୍ଥଥର ଆଇପିଏଲ ଚମ୍ପିୟାନ ହେବାକୁ ସୁଯୋଗ ଦେଇଛି ।

କ୍ବାଲିଫାୟାର-1 ମ୍ୟାଚରେ ଚେନ୍ନାଇ ବିପକ୍ଷରେ ସୂର୍ଯ୍ୟକୁମାର 71 ରନର ପାଳି ଖେଳିଥିଲେ । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମ ସ୍ପିନ ବୋଲିଂ ପାଇଂ ଅନୁକୂଳ ଥିଲା । ପ୍ରଥମରୁ ମୁମ୍ବାଇ କ୍ୟାପଟେନ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା ।

ତେବେ 54 ବଲରୁ 71 ରନ ଇନିଂସ ଖେଳି ସୂର୍ଯ୍ୟକୁମାର ମୁମ୍ବାଇର ବିଜୟ ନିଶ୍ଚିନ୍ତ କରିଥିଲେ । ରୋହିତଙ୍କ ଶୀଘ୍ର ପ୍ୟାଭଲିୟନ ଫେରିବାକୁ ଅନୁଭବ କରିବାକୁ ଦେଇନଥିଲେ । ଚଳିତ ଆଇପିଏଲ ସିଜିନରେ ସୂର୍ଯ୍ୟକୁମାର 400ରୁ ଅଧିକ ରନ କରିସାରିଲେଣି ।

Intro:Body:

ddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.