ETV Bharat / sports

ପୁଲଓ୍ବାମା ଶହୀଦଙ୍କ ଆକାଉଣ୍ଟକୁ ଯିବ ଆଇପିଏଲ ଉଦଘାଟନୀ ମ୍ଯାଚ ରାଶି

ଆଇପିଏଲ୍ ଉଦଘାଟନୀ ସମାରୋହ ରାଶି(20 କୋଟି) ଟଙ୍କା ପୁଲଓ୍ବାମା ଶହୀଦ ପରିବାରକୁ ପ୍ରଦାନ କରିଛି ବିସିସିଆଇ ।

author img

By

Published : Mar 24, 2019, 7:22 PM IST

ଫାଇଲ ଫଟୋ

ଚେନ୍ନାଇ: ପୁଲୱାମା ଶହୀଦ ପରିବାରକୁ ଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳୀ ଜଣାଇଛିଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) । ଆଇପିଏଲ ଉଦଘାଟନୀ ସମାରୋହରାଶି(20 କୋଟି) ପୁଲଓ୍ବାମାଶହୀଦପରିବାରକୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ। ଆଇପିଏଲ ଉଦଘାଟନୀ ସମାରୋହର ବଜେଟ ରାଶିକୁ ବିସିସିଆଇ ଭାରତୀୟ ସେନାଓ ସିଆରପିଏଫରଓ୍ବେଲଫେୟାର ଫଣ୍ଡକୁ ପ୍ରଦାନ କରିଛି ।

ବିସିସିସାଇର ସୂଚନା ମୁତାବକ, 20 କୋଟି ରାଶିରୁ 11କୋଟି ସେନାକୁ ଦିଆଯାଇ ଥିବାବେଳେ 7କୋଟି ସିଆରପିଏଫ୍‌କୁ ପ୍ରଦାନ କରାଯାଇଛି ।ତେବେ ଏନେଇ ସିଓଏର ଚେୟାରମ୍ୟାନ ବିନୋଦ ରାୟ କହିଛନ୍ତି ଯେ, ପୁଲଓ୍ବାମା ଆକ୍ରମଣ ପରେ ଆଇପିଏଲ୍ ଉଦ୍‌ଘାଟନ ସମାରୋହ କରିବା ଉଚିତ୍ ହେବ ନାହିଁ । ବରଂ ସେହି ରାଶିକୁ ଦେଶର ଯବାନଙ୍କୁ ଉତ୍ସର୍ଗ କରିବାଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।ସୂଚନା ଥାଉକି, ଗତ ଫେବୃଆରୀ 14ତାରିଖ ଦିନ ପୁଲଓ୍ବାମା ଆକ୍ରମଣରେ 40ଜଣ ସିଆରପିଏଫ୍‌ ଯବାନ ଶହୀଦ ହୋଇଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.