ETV Bharat / sports

IND vs ZIM 1st ODI, ଟସ୍‌ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

author img

By

Published : Aug 18, 2022, 12:41 PM IST

Updated : Aug 18, 2022, 2:12 PM IST

ଆଜିଠୁ ଭାରତ ଓ ଜିମ୍ବାୱେ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜ ଆରମ୍ଭ । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ

ଟସ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି
ଟସ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

ହାଇଦ୍ରାବାଦ: ଭାରତ ଓ ଜିମ୍ବାୱେ ମଧ୍ୟରେ ଆଜି ଖେଳାଯାଉଛି ୩ ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ । ହାରାର ସ୍ପୋର୍ଟ କ୍ଲବ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯାଉଛି । ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆ କ୍ୟାପଟେନ୍‌ ଲୋକେଶ ରାହୁଲ । ରାହୁଲଙ୍କ ନେତୃତ୍ବରେ ଯୁବ ଭାରତୀୟ ଦଳ ପ୍ରଥମ ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ।

Captain KL Rahul calls it right at the toss and we will bowl first in the 1st ODI.

A look at our Playing XI for the game.

Live - https://t.co/gVIUAMttDe #ZIMvIND pic.twitter.com/QEgpf7yIp0

— BCCI (@BCCI) August 18, 2022

ଚୂଡାନ୍ତ ଏକାଦଶ:

ଭାରତ: ଲୋକେଶ ରାହୁଲ (ଅଧିନାୟକ), ଶିଖର ଧାୱନ, ଶୁଭମନ ଗିଲ, ଇଶାନ କିଶନ, ସଞ୍ଜୁ ସାମସନ (ୱିକେଟ କିପର), ଦୀପକ ହୁଡ୍ଡା, ଅକ୍ଷର ପଟେଲ, ଦୀପକ ଚହର, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ।

ଜିମ୍ବାୱେ: ଟି ମାରୁମାନି, ଆଇ କାଇଆ, ଏସ ୱିଲିମସ, ଡବ୍ଲୁ ମାଧେବୀର, ଏସ ରାଜା, ଆର ଚକାବା (ଅଧିନାୟକ), ଆର ବୁର୍ଲ ଏଲ ଜଙ୍ଗୱେ,ବି ଇଭାନସ, ଭି ନୟ୍ୟୁଚି, ଆର ନଗାରାଭା ।

ହାଇଦ୍ରାବାଦ: ଭାରତ ଓ ଜିମ୍ବାୱେ ମଧ୍ୟରେ ଆଜି ଖେଳାଯାଉଛି ୩ ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ । ହାରାର ସ୍ପୋର୍ଟ କ୍ଲବ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯାଉଛି । ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆ କ୍ୟାପଟେନ୍‌ ଲୋକେଶ ରାହୁଲ । ରାହୁଲଙ୍କ ନେତୃତ୍ବରେ ଯୁବ ଭାରତୀୟ ଦଳ ପ୍ରଥମ ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ।

ଚୂଡାନ୍ତ ଏକାଦଶ:

ଭାରତ: ଲୋକେଶ ରାହୁଲ (ଅଧିନାୟକ), ଶିଖର ଧାୱନ, ଶୁଭମନ ଗିଲ, ଇଶାନ କିଶନ, ସଞ୍ଜୁ ସାମସନ (ୱିକେଟ କିପର), ଦୀପକ ହୁଡ୍ଡା, ଅକ୍ଷର ପଟେଲ, ଦୀପକ ଚହର, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ।

ଜିମ୍ବାୱେ: ଟି ମାରୁମାନି, ଆଇ କାଇଆ, ଏସ ୱିଲିମସ, ଡବ୍ଲୁ ମାଧେବୀର, ଏସ ରାଜା, ଆର ଚକାବା (ଅଧିନାୟକ), ଆର ବୁର୍ଲ ଏଲ ଜଙ୍ଗୱେ,ବି ଇଭାନସ, ଭି ନୟ୍ୟୁଚି, ଆର ନଗାରାଭା ।

Last Updated : Aug 18, 2022, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.