ETV Bharat / sports

INDW vs ENGW: ଏକମାତ୍ର ଟେଷ୍ଟ, ଟସ୍‌ ଜିତି ଇଲଂଣ୍ଡର ବ୍ୟାଟିଂ ନିଷ୍ପତ୍ତି - ଇଂଲଣ୍ଡ ମହିଳା ଟିମ

ଭାରତୀୟ ମହିଳା କ୍ରିକେଟ ଟିମ ସହ ଇଂଲଣ୍ଡ ମହିଳା ଟିମର (INDW vs ENGW) ଏକମାତ୍ର ଟେଷ୍ଟ । ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଟିମ୍‌ । ଅଧିକ ପଢ଼ନ୍ତୁ...

india women vs england women, INDW vs ENGW, only test match, 5 debutant for india,  ଟସ୍‌ ଜିତି ଇଲଂଣ୍ଡର ବ୍ୟାଟିଂ ନିଷ୍ପତ୍ତି, ଭାରତୀୟ ମହିଳା କ୍ରିକେଟ ଟିମ, ଇଂଲଣ୍ଡ ମହିଳା ଟିମ, sefali verma debut
INDW vs ENGW: ଏକମାତ୍ର ଟେଷ୍ଟ, ଟସ୍‌ ଜିତି ଇଲଂଣ୍ଡର ବ୍ୟାଟିଂ ନିଷ୍ପତ୍ତି
author img

By

Published : Jun 16, 2021, 5:24 PM IST

ବ୍ରିଷ୍ଟୋଲ: ଇଂଲଣ୍ଡ କଣ୍ଟ୍ରି ଗ୍ରାଉଣ୍ଡରେ ଠାରେ ମିତାଲି ରାଜଙ୍କ ନେତୃତ୍ବରେ ଭାରତୀୟ ମହିଳା କ୍ରିକେଟ ଟିମ ଖେଳୁଛି ଏକମାତ୍ର ଟେଷ୍ଟ । ମ୍ୟାଚରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଘରୋଇ ଇଲଂଣ୍ଡ ଟିମ୍‌ । ଉଭୟ ଭାରତ ଓ ଇଂଲଣ୍ଡ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ମ୍ୟାଚ । ଭାରତ ପକ୍ଷରୁ ଏହି ମ୍ୟାଚରେ ଡେବ୍ୟୁ କରିଛନ୍ତି ସର୍ବ କନିଷ୍ଠ ଖେଳାଳି ସେଫାଳି ବର୍ମା ।

  • Wishing the Indian Women’s team all the very best for their Test Match against England starting today.

    I’ll be rooting for you. 😀#ENGvIND @BCCIWomen

    — Sachin Tendulkar (@sachin_rt) June 16, 2021 " class="align-text-top noRightClick twitterSection" data=" ">

ସେଫାଳିଙ୍କ ସହ ଦୀପ୍ତି ଶର୍ମା, ପୂଜା ଭସ୍ତ୍ରାକର, ସ୍ନେହ ରାଣା ଓ ତାନିୟା ଭାଟିଆ ମଧ୍ୟ ଭାରତ ପାଇଁ ଡେବ୍ୟୁ କରିଛନ୍ତି । ସେପଟେ ଇଂଲଣ୍ଡ ଟିମରେ ପ୍ରଥମ କୃଷ୍ଣକାୟ ମହିଳା ଭାବେ ସୋଫିଆ ଡଙ୍କଲି ଖେଳିବାକୁ ସୁଯୋଗ ପାଇଛନ୍ତି ।

ଭାରତୀୟ ପ୍ଲେଇଙ୍ଗ ଇଲେଭେନ (INDW) : ସ୍ମୃତି ମନ୍ଧାନା, ସେଫାଳି ବର୍ମା, ପୁନମ ରାଉତ, ମିତାଲି ରାଜ (ଅଧିନାୟକ), ହରମନପ୍ରୀତ କୌର, ଦୀପ୍ତୀ ଶର୍ମା, ସ୍ନେହ ରାଣା, ତାନିୟା ଭାଟିଆ (ୱିକେଟ କିପର), ଝୁଲଣ ଗୋସ୍ବାମୀ, ପୂଜା ଭସ୍ତ୍ରକାର, ଶିଖା ପାଣ୍ଡେ ।

ଇଂଲଣ୍ଡ ପ୍ଲେଇଙ୍ଗ ଇଲେଭେନ (ENGW): ଲରେନ ୱିନଫିଲ୍ଡ ହିଲ, ଟେମି ବିମଣ୍ଟ, ହିଥର ନାଇଟ(ଅଧିନାୟକ), ନାଟାଲି ସିଭର, ଏମି ଇଲେନ ଜୋନ୍ସ(ୱିକେଟ କିପର), ସୋଫିଆ ଡଙ୍କଲି, ଜର୍ଜିଆ ଏଲୱିସ୍‌, କେଥରିନ ବ୍ରଣ୍ଟ, ଏନୟା ଶ୍ରବସୋଲ, ଶୋଫି ଏକ୍ଲେଷ୍ଟୋନ, କେଟ କ୍ରସ୍‌

ଏହି ଟେଷ୍ଟ ମ୍ୟାଚ ପାଇଁ ସମସ୍ତ ବରିଷ୍ଠ ଖେଳାଳି ଭାରତୀୟ ମହିଳା ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ମହାନ କ୍ରିକେଟର ସଚିନ ତେନ୍ଦୁଲକର ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସେ ସେମାନଙ୍କ ପାଇଁ ଚିୟର କରିବେ ବୋଲି ମଧ୍ୟ ଟ୍ବିଟ କରି ଲେଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.