ETV Bharat / sports

IND vs NZ: ଟସ୍‌ ଜିତିଲେ ରୋହିତ, ପ୍ରଥମେ ବୋଲିଂ କରିବ ଭାରତ - india vs new zealand 2nd t20

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ JSCA ଅନ୍ତର୍ଜାତୀୟ ଷ୍ଟାଡିୟମ ରାଞ୍ଚିରେ ଖେଳାଯାଉଛି ୩ ଟିକିଆ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ । ଭାରତୀୟ କ୍ୟାପଟେନ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

India win toss, elect to bowl against New Zealand
IND vs NZ: ଟସ୍‌ ଜିତିଲେ ରୋହିତ, ପ୍ରଥମେ ବୋଲିଂ କରିବ ଭାରତ
author img

By

Published : Nov 19, 2021, 7:03 PM IST

ରାଞ୍ଚି(ଝାଡଖଣ୍ଡ): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ JSCA ଅନ୍ତର୍ଜାତୀୟ ଷ୍ଟାଡିୟମ ରାଞ୍ଚିରେ ଖେଳାଯାଉଛି ୩ ଟିକିଆ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ । ଭାରତୀୟ କ୍ୟାପଟେନ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

ଦ୍ରୁତ ବୋଲର ହର୍ଷଲ ପଟେଲ ଭାରତ ପାଇଁ ଟି-୨୦ ଡେବ୍ୟୁ କରିଛନ୍ତି । ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକରଙ୍କ ହାତରୁ ଭାରତୀୟ ଟିମର କ୍ୟାପ୍‌ ଗ୍ରହଣ କରିଛନ୍ତି ହର୍ଷଲ ।

୩ଟିକିଆ ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଫଳରେ ଆଜିର ମ୍ୟାଚ୍‌ରେ ବିଜୟ ମିଳିଲେ ସିରିଜ ହାତେଇବ ମେନ ଇନ୍‌ ବ୍ଲୁ ।

ଚୂଡାନ୍ତ ଏକାଦଶ:

ଭାରତ: କେଏଲ ରାହୁଲ, ରୋହିତ ଶର୍ମା (କ୍ୟାପଟେନ୍‌), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ କିପର), ଶ୍ରେୟସ ଆୟର, ଭେଙ୍କଟସ ଆୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ଭୁବନେଶ୍ବର କୁମାର, ଦୀପକ ଚହର, ହର୍ଷଲ ପଟେଲ ।

ନ୍ୟୁଜିଲାଣ୍ଡ: ମାର୍ଟିନ ଗୁପ୍ଟିଲ, ଡାରିଲ ମିଚେଲ, ମାର୍କ ଚାପମନ, ଗ୍ଳେନ ପିଲିପ୍ସ, ଟିମ ସୈଫର୍ଟ(ୱିକେଟ କିପର), ଜେମ୍ସ ନିଶାମ, ଇସ ସୋଢି, ମିଚେଲ ସାଣ୍ଟନର, ଟିମ ସାଉଦୀ(କ୍ୟାପଟେନ), ଆଡାମ ମିଲନେ, ଟ୍ରେଣ୍ଟ ବୋଲ୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.