ETV Bharat / sports

INDvsAUS: ଭାରତୀୟ ଟିମ୍ ଘୋଷଣା, ଦଳକୁ ଫେରିଲେ ଜାଡେଜା

author img

By

Published : Jan 13, 2023, 11:03 PM IST

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ BCCI ଆଜି ଭାରତୀୟ ଦଳ ଘୋଷଣା କରିଛି । ଏହି ୧୭ ଜଣିଆ ବିଶିଷ୍ଟ ଭାରତୀୟ ସ୍କ୍ବାଡରେ ସ୍ଥାନ ପାଇଛନ୍ତି ରବୀନ୍ଦ୍ର ଜାଡେଜା । ଅଧିକ ପଢନ୍ତୁ

ରବୀନ୍ଦ୍ର ଜାଡେଜା
ରବୀନ୍ଦ୍ର ଜାଡେଜା

ହାଇଦ୍ରାବାଦ : ଫେବୃଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଭାରତ । ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ BCCI ଆଜି ( ଶୁକ୍ରାବର ) ଭାରତୀୟ ଦଳ ଘୋଷଣା କରିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲେ ଆହାତ କାରଣ ନେଇ ଏସିଆ କପରୁ ବାଦ ପଡିଥିବା ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି । ଏହି ୧୭ ଜଣିଆ ବିଶିଷ୍ଟ ଭାରତୀୟ ସ୍କ୍ବାଡରେ ସ୍ଥାନ ପାଇଛନ୍ତି ଜାଡେଜା । ସେପଟେ NCA ଫିଟ ଘୋଷଣା କରିଥିବା ଫାଷ୍ଟ ବୋଲର ଜଶପ୍ରିତ ବୁମରାଙ୍କୁ ଏହି ସ୍କ୍ବାଡରେ ସ୍ଥାନ ଦିଆଯାଇନାହିଁ ।

ଟିମ ଇଣ୍ଡିଆ ସ୍କ୍ବାଡ - ରୋହିତ ଶର୍ମା ( ଅଧିନାୟକ ), ଲୋକେଶ ରାହୁଲ ( ଉପଅଧିନାୟକ ), ଶୁବମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଶ୍ରେୟାସ ଆୟାର, କେଏସ ଭରତ ( ୱିକେଟ କିପର ), ଇଶାନ କିଶାନ ( ୱିକେଟ କିପର ), ରବିଚନ୍ଦ୍ରନ ଅଶ୍ବୀନ, ଅକ୍ଷର ପଟେଲ, କୂଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମ୍ମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନଦକତ, ସୂର୍ଯ୍ୟକୁମାର ଯାଦବ ।

ଟେଷ୍ଟ ସିରିଜ - ପ୍ରଥମ ଟେଷ୍ଟ ମ୍ୟାଚ୍ - ନାଗପୁର - ଫେବୃଆରୀ ୯ରୁ - ଫେବୃଆରୀ ୧୩ ତାରିଖ

ଦ୍ବିତୀୟ ଟେଷ୍ଟ ମ୍ୟାଚ୍ - ଦିଲ୍ଲୀ - ଫେବୃଆରୀ ୧୭ରରୁ - ଫେବୃଆରୀ ୨୧ ତାରିଖ

ତୃତୀୟ ଟେଷ୍ଟ ମ୍ୟାଚ୍ - ଧର୍ମଶାଳା - ମାର୍ଚ୍ଚ ୧ରୁ - ମାର୍ଚ୍ଚ ୫ ତାରିଖ,

ଚତୁର୍ଥ ଟେଷ୍ଟ ମ୍ୟାଚ୍ - ଅହମ୍ମଦାବାଦ - ମାର୍ଚ୍ଚ ୯ ରୁ - ମାର୍ଚ୍ଚ ୧୫ ତାରିଖ

ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ମଧ୍ୟ BCCI ଟିମ ଇଣ୍ଡିଆ ସ୍ବାଡ ଘୋଷଣା କରିଛି । ପୁଣି ଥରେ ପାଣ୍ଡ୍ୟାଙ୍କ ଉପରେ ଆସ୍ଥା ପ୍ରକଟ କରିଛି BCCI । ଦିନିକିଆ ସିରିଜର ଅଧିନାୟକ ରୋହିତ ଶର୍ମା ରହିଥିବା ବେଳେ ଟି୨୦ର କମାଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ ଟିମ ଇଣ୍ଡିଆ ସ୍କ୍ବାଡ - ରୋହିତ ଶର୍ମା ( ଅଧିନାୟକ ), ହାର୍ଦ୍ଦିକ ପାଣ୍ଡ୍ୟା ( ଉପଅଧିନାୟକ ), ଶୁବମନ ଗିଲ, ଇଶାନ କିଶାନ, ବିରାଟ କୋହଲି, ଶ୍ରେୟାସ ଆୟାର, ସୂର୍ଯ୍ୟକମାର ଯାଦବ, କେଏସ ଭରତ ( ୱିକେଟ କିପର ), ୱାସିଙ୍ଗଟନ ସୁନ୍ଦର, ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, ୟୁଜିବେନ୍ଦ୍ର ଚହଲ, କୂଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମରାନ ମଲ୍ଲିକ ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚ ଟିମ ଇଣ୍ଡିଆ ସ୍କ୍ବାଡ - ହାର୍ଦ୍ଦିକ ପାଣ୍ଡ୍ୟା ( ଅଧିନାୟକ ), ସୂର୍ଯ୍ୟକୁମାର ଯାଦବ ( ଉପଅଧିନାୟକ ), ଇଶାନ କିଶାନ, ଋତୁରାଜ ଗ୍ବାଏକ୍ବାଡ, ଶୁବମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରୀପାଠି, ଜିତେଶ ଶର୍ମା ( ୱିକେଟ କିପର ), ୱାସିଙ୍ଗଟନ ସୁନ୍ଦର, କୂଲଦୀପ ଯାଦବ, ୟୁଜିବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଉମରାନ ମଲ୍ଲିକ, ଶିଭମ ମାଭି, ପୃଥି ସୋ, ମୁକେଶ କୁମାର ।

ନ୍ୟୁଜିଲାଣ୍ଡ ବନାମ ଭାରତ

ଜାନୁଆରୀ ୧୮ ତାରିଖ - ପ୍ରଥମ ଦିନିକିଆ - ହାଇଦ୍ରାବାଦ

ଜାନୁଆରୀ ୨୧ ତାରିଖ - ଦ୍ବିତୀୟ ଦିନିକିଆ - ରାୟପୁର

ଜାନୁଆରୀ ୨୪ ତାରିଖ - ତୃତୀୟ ଦିନିକିଆ - ଇନ୍ଦୋର

ଜାନୁଆରୀ ୨୭ ତାରିଖ - ପ୍ରଥମ ଟି୨୦ - ରାଞ୍ଚି

ଜାନୁଆରୀ ୨୯ ତାରିଖ - ଦ୍ବିତୀୟ ଟି୨୦ - ଲକ୍ଷ୍ମୌ

ଫେବୃଆରୀ ୧ ତାରିଖ - ତୃତୀୟ ଟି୨୦ ଅମମ୍ମଦାବାଦ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.