ETV Bharat / sports

India-England Test: ଭାରତ 245 ରନରେ ଅଲଆଉଟ୍, ଇଂଲଣ୍ଡ ଆଗରେ ଟାର୍ଗେଟ 378

author img

By

Published : Jul 4, 2022, 6:33 PM IST

Updated : Jul 4, 2022, 7:41 PM IST

ଏଜବଷ୍ଟନରେ ଚାଲିଥିବା ଘରୋଇ ଇଂଲଣ୍ଡ ଏବଂ ଭାରତ ଟେଷ୍ଟ ସିରିଜର ପଞ୍ଚମ ଟେଷ୍ଟର ଆଜି ଚତୁର୍ଥ ଦିନ । ଚତୁର୍ଥ ଦିନରେ ଭାରତ ଦ୍ୱିତୀୟ ଇଂନିସରେ 245 ରନରେ ଅଲଆଉଟ ହୋଇଛି । ଅଧିକ ପଢନ୍ତୁ

India England Test: ଦ୍ବିତୀୟ ଇନିଂସ ମଧ୍ୟାହ୍ନ ସୁଦ୍ଧା ଭାରତ 229/7

ହାଇଦ୍ରାବାଦ: ଏଜବଷ୍ଟନରେ ଚାଲିଥିବା ଘରୋଇ ଇଂଲଣ୍ଡ ଏବଂ ଭାରତ ଟେଷ୍ଟ ସିରିଜର ପଞ୍ଚମ ଟେଷ୍ଟର ଆଜି ଚତୁର୍ଥ ଦିନ । ଚତୁର୍ଥ ଦିନରେ ଭାରତ ଦ୍ୱିତୀୟ ଇଂନିସରେ 245 ରନରେ ଅଲଆଉଟ ହୋଇଛି । ଫଳରେ ଇଂଲଣ୍ଡ ଆଗରେ 378 ରନ ଟାର୍ଗେଟ ରହିଛି । ଦ୍ବିତୀୟ ଇନିଂସରେ ଭାରତ ପକ୍ଷରୁ ଚେତେଶ୍ବର ପୂଜାରା ଏବଂ ୱିକେଟ କିପର ରିଷଭ ପନ୍ତ ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଚେତେଶ୍ବର ପୂଜାରା 168 ବଲରୁ 8 ଟି ଚୌକା ମାରି 66 ରନ କରି ଆଲେକ୍ସ ଲିସ୍ ଦ୍ବାରା କ୍ୟାଚ ଆଉଟ ହୋଇଛନ୍ତି ।

ସେହିପରି ପନ୍ତ 86 ବଲରୁ 8 ଟି ଚୌକା ମାରି 57 ରନ କରି ଜୋ ରୁଟ ଦ୍ବାରା କ୍ୟାଚ ଆଉଟ ହୋଇଛନ୍ତି । ସେହିପରି ପୁଣି ଥରେ ବ୍ୟାଟିଂରେ ବିଫଳ ହୋଇଛନ୍ତି ଓପନର ଶୁଭମନ ଗିଲ। ଶୁଭମନ ଗିଲ 4, ହନୁମା ବିହାରୀ 11, ବିରାଟ କୋହଲି 20, ଶ୍ରେୟାସ ଆୟାର 19, ଶାର୍ଦ୍ଦୁଲ ଠାକୁର 4 ରନ କରି ଆଉଟ ହୋଇଛନ୍ତି । ରବୀନ୍ଦ୍ର ଜାଡେଜା 17 ରନ ଓ ମହମ୍ମଦ ସାମୀ 13 ରନ କରି ମଧ୍ୟାହ୍ନ ସୁଦ୍ଧା ଅପରାଜିତ ରହିଛନ୍ତି।

ସେହିପରି ଇଂଲଣ୍ଡ ପକ୍ଷରୁ ମଧ୍ୟାହ୍ନ ସୁଦ୍ଧା ଷ୍ଟୁଆର୍ଟ ବ୍ରୋଡ ଓ ମ୍ୟାଟି ପୋଟ୍ସ 2 ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ଜେମ୍ସ ଆଣ୍ଡରସନ, ଜ୍ୟାକ ଲିଚ, ଅଧିନାୟକ ବେନ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ ହାତେଇଛନ୍ତି ।

Last Updated : Jul 4, 2022, 7:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.