ଗାନ୍ଧୀନଗର: ଚତୁର୍ଥ ଟି୨୦ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୮୨ ରନ୍ରେ ମାତ୍ ଦେଇଛି ଭାରତ । ଏହାସହ ୫ଟିକିଆ ଟି-୨୦ ସିରିଜ୍କୁ ବରାବର କରିଛି ଭାରତ । 170 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ସର୍ବନିମ୍ନ ଦଳୀୟ ସ୍କୋର୍ରେ ଅଲଆଉଟ ହୋଇଛି । ମାତ୍ର ୮୭ ରନ୍ରେ ଅଲ୍ଆଉଟ ହୋଇଛି ଦକ୍ଷିଣଆଫ୍ରିକା ।
-
Clinical win for #TeamIndia in Rajkot! 👏 👏
— BCCI (@BCCI) June 17, 2022 " class="align-text-top noRightClick twitterSection" data="
The @RishabhPant17-led unit beat South Africa by 82 runs to level the series 2-2. 🙌 🙌
Scorecard ▶️ https://t.co/9Mx4DQmACq #INDvSA | @Paytm pic.twitter.com/fyNIlEOJWl
">Clinical win for #TeamIndia in Rajkot! 👏 👏
— BCCI (@BCCI) June 17, 2022
The @RishabhPant17-led unit beat South Africa by 82 runs to level the series 2-2. 🙌 🙌
Scorecard ▶️ https://t.co/9Mx4DQmACq #INDvSA | @Paytm pic.twitter.com/fyNIlEOJWlClinical win for #TeamIndia in Rajkot! 👏 👏
— BCCI (@BCCI) June 17, 2022
The @RishabhPant17-led unit beat South Africa by 82 runs to level the series 2-2. 🙌 🙌
Scorecard ▶️ https://t.co/9Mx4DQmACq #INDvSA | @Paytm pic.twitter.com/fyNIlEOJWl
ଓପେନିଂ ଯୋଡ଼ିକୁ ଭଲ ଆରମ୍ଭ ମିଳିଥିବା ବେଳେ ରିଟାୟର୍ଡ ହର୍ଟ ହୋଇଥିଲେ ଅଧିନାୟକ ଟେମ୍ବା ବଭୁମା । ଏହାପରେ କୌଣସି ବ୍ୟାଟରଙ୍କୁ ଦଳରେ ଅଧିକ ସମୟ ବିତାଇବାକୁ ଦେଇନଥିଲେ ଭାରତୀୟ ବୋଲର । ଦକ୍ଷିଣ ଆଫ୍ରିକାର ମାତ୍ର ୩ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଠ ସ୍କୋର୍ରେ ପହଞ୍ଚି ପାରିଥିଲେ । ରାଶି ଭାନ୍ ଡେର୍ ଡୁସେନ ଦଳ ପକ୍ଷରୁ ସର୍ବାଧିକ ୨୦ ରନ୍ କିରିଥିଲେ । ଏହାପରେ କ୍ବିଣ୍ଟନ ଡି କକ୍ ୧୪ କରିଥିବା ବେଳେ ମାର୍କୋ ଜାନସେନ୍ ୧୨ ରନ୍ କିରଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଦକ୍ଷିଣ ଆଫ୍ରିକା ସମସ୍ତ ୱିକେଟ ହରାଇ ୮୭ ରନ୍ ହିଁ କରି ପାରିଥିଲା ।
ସେପଟେ ଭାରତ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଆଭେଶ ଖାନ୍ ୪ଟି ୱିକେଟ ନେଇଥିବା ବେଳେ ୟୁଜିବେନ୍ଦ୍ର ଚହଲ ଦୁଇଟି ୱିକେଟ ନେଇଛନ୍ତି । ହର୍ଷଲ ପଟେଲ ଓ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।