ETV Bharat / sports

IND vs SL: ୧୦୦ତମ ଟେଷ୍ଟ ପାଇଁ କୋହଲିଙ୍କୁ ସ୍ବତନ୍ତ୍ର ଉପହାର

କ୍ରିକେଟର ଲମ୍ବା ଫର୍ମାଟରେ ନିଜର ୧୦୦ତମ ଟେଷ୍ଟ ଖେଳୁଥିବା ଭାରତୀୟ ବ୍ୟାଟ୍‌ର ବିରାଟ କୋହଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମ୍ୟାଚ୍‌ ଆରମ୍ଭ ପୂର୍ବରୁ, ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ କୋହଲିଙ୍କୁ ୧୦୦ତମ ଟେଷ୍ଟ ମ୍ୟାଚ୍‌ ଅବସରରେ ବିସିସିଆଇର ବ୍ଲୁ କ୍ୟାପ୍‌ ଦେଇ ସମ୍ମାନିତ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 4, 2022, 9:47 PM IST

IND vs SA virat kohli felicitated for 100th test appearance
IND vs SL: ୧୦୦ତମ ଟେଷ୍ଟ ପାଇଁ କୋହଲିଙ୍କୁ ସ୍ବତନ୍ତ୍ର ଉପହାର

ମୋହାଲି: କ୍ରିକେଟର ଲମ୍ବା ଫର୍ମାଟରେ ନିଜର ୧୦୦ତମ ଟେଷ୍ଟ ଖେଳୁଥିବା ଭାରତୀୟ ବ୍ୟାଟ୍‌ର ବିରାଟ କୋହଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମ୍ୟାଚ୍‌ ଆରମ୍ଭ ପୂର୍ବରୁ, ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ କୋହଲିଙ୍କୁ ୧୦୦ତମ ଟେଷ୍ଟ ମ୍ୟାଚ୍‌ ଅବସରରେ ବିସିସିଆଇର ବ୍ଲୁ କ୍ୟାପ୍‌ ଦେଇ ସମ୍ମାନିତ କରିଛନ୍ତି । ଏହି ସମୟରେ କୋହଲିଙ୍କ ସହିତ ତାଙ୍କର ପତ୍ନୀ ତଥା ବଲଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।

"ମଡର୍ଣ୍ଣ ଡେ କ୍ରିକେଟରେ ତିନୋଟି ଫର୍ମାଟ ଓ ଆଇପିଏଲ ସହିତ ଖେଳାଯାଉଥିବା କ୍ରିକେଟର ପରିମାଣ ମଧ୍ୟରେ ଆଗାମୀ ପିଢିର ଖେଳାଳି ମୋ ବିଷୟରେ ଏହା ଜାଣି ଖୁସିହେବେ ଯେ କ୍ରିକେଟର ଅସଲ ଫର୍ମାଟରେ ୧୦୦ ମ୍ୟାଚ୍‌ର ଉପଲବ୍ଧି ହାସଲ କରିପାରିଛି ।" କ୍ୟାପ୍‌ ଗ୍ରହଣ ବେଳେ ଏହା କହିଥିଲେ କୋହଲି ।

"ଏହା ବାସ୍ତବିକ ଅର୍ଜିତ ଓ ଯୋଗ୍ୟ, ବିରାଟଙ୍କ ନିକଟରୁ ଆଗାମୀ ଦିନରେ ଅନେକ କିଛି ଆସିବାର ଏହା ଆରମ୍ଭ ବୋଲି ଆଶାବାଦୀ ।" ଏହା କହିଥିଲେ କୋଚ୍‌ ରାହୁଲ ଦ୍ରାବିଡ । ଶ୍ରୀଲଙ୍କା ବିପକ୍ଷ ଦୁଇମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟରୁ ରୋହିତ ଶର୍ମା ଟେଷ୍ଟ ଅଧିନାୟକତ୍ବ ଯାତ୍ରା ମଧ୍ୟ ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.