ETV Bharat / sports

IND vs NZ, 3rd T20I: ହ୍ୟାଟ୍ରିକ୍‌-ଟସ୍‌ ଜିତିଲେ ରୋହିତ, ଭାରତର ବ୍ୟାଟିଂ ଜାରି - ଟସ୍‌ ଜିତିଲା ଭାରତ

ଟସ୍‌ ଜିତି ଭାରତୀୟ କ୍ୟାପଟେନ ରୋହିତ ଶର୍ମାଙ୍କ ବ୍ୟାଟିଂ ନିଷ୍ପତ୍ତି । କ୍ଲିନ ସୁଇପ ଲକ୍ଷ୍ୟରେ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

IND vs NZ, 3rd T20I: india won the toss elect to bat first
IND vs NZ, 3rd T20I: ହ୍ୟାଟ୍ରିକ୍‌-ଟସ୍‌ ଜିତିଲେ ରୋହିତ, ଭାରତର ବ୍ୟାଟିଂ ଜାରି
author img

By

Published : Nov 21, 2021, 7:12 PM IST

Updated : Nov 21, 2021, 7:21 PM IST

କୋଲକାତା: ଐତିହାସିକ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍‌ । ଟସ୍‌ ଜିତି ଭାରତୀୟ କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

ଭାରତୀୟ ଚୁଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି । କେଏଲ ରାହୁଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ, ଇଶାନ କିଶନ ଓ ୟୁଜଭେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିଛି । ୩ ଟିକିଆ ସିରିଜରେ ୨-୦ରେ ଆଗୁଆ ରହିଛି ଭାରତ । ଫଳରେ ଆଜିରେ ମ୍ୟାଚ୍‌ରେ ବିଜୟ ସହ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ମେନ ଇନ୍‌ ବ୍ଲୁ୍‌ ।

ଅନ୍ୟପଟେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଦ୍ରୁତ ବୋଲର ଟିମ ସାଉଦୀଙ୍କୁ ବିଶ୍ରାମ ଦେଇଛି । ଫଳରେ ମିଚେଲ ସାଣ୍ଟନର ତୃତୀୟ ଟି-୨୦ରେ କାମଚଲା କ୍ୟାପଟେନ ଦାୟିତ୍ବରେ ରହିଛନ୍ତି ।

ଚୁଡାନ୍ତ ଏକାଦଶ:

ଭାରତ: ରୋହିତ ଶର୍ମା(କ୍ୟାପଟେନ), ଇଶାନ କିଶନ(ୱିକେଟ କିପର), ଭେଙ୍କଟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଶ୍ରେୟସ ଆୟର, ଅକ୍ଷର ପଟେସ, ଭୁବନେଶ୍ବର କୁମାର, ଦୀପକ ଚହର, ହର୍ଷଲ ପଟେଲ, ୟୁଜଭେନ୍ଦ୍ର ଚହଲ ।

ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, ଡେରିଲ ମିଚେଲ, ମାର୍କ ଚପମନ, ଗ୍ଳେନ ଫିଲିପ୍ସ, ଟିମ ସୈଫର୍ଟ(ୱିକେଟ କିପର), ଜେମ୍ସ ନିଶାମ, ମିଚେଲ ସାଣ୍ଟନର(କ୍ୟାପଟେନ), ଆଡମ ମିଲନେ, ଲୋକି ଫର୍ଗୁସନ, ଇସ ସୋଢି, ଟ୍ରେଣ୍ଟ ବୋଲ୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 21, 2021, 7:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.