ETV Bharat / sports

Ind vs Ban 2nd Test Day 1 Stumps : ବାଂଲାଦେଶ ୨୨୭ ରନ୍‌ରେ ଅଲଆଉଟ୍‌, ଭାରତ 19/0

author img

By

Published : Dec 22, 2022, 5:14 PM IST

Updated : Dec 22, 2022, 5:22 PM IST

ଥମ ଦିନରେ ଷ୍ଟମ୍ପ ଅପସାରଣ ବେଳକୁ ଭାରତ ବିନା କୌଣସି ୱିକେଟରେ ୧୯ ରନ୍‌ କରିଛି । ପ୍ରଥମ ଇନିଂସରେ ବାଂଲାଦେଶ ଦଳ ୨୨୭ ରନ୍‌ରେ ଅଲଆଉଟ୍‌ ହୋଇଛି । ଅଧିକ ପଢ଼ନ୍ତୁ

ଭାରତ ଓ ବାଂଲାଦେଶ ଦ୍ବିତୀୟ ଟେଷ୍ଟ୍‌
Ind vs Ban 2nd Test

ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜର ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଜାରି ରହିଛି । ପ୍ରଥମ ଦିନରେ ଷ୍ଟମ୍ପ ଅପସାରଣ ବେଳକୁ ଭାରତ ବିନା କୌଣସି ୱିକେଟରେ ୧୯ ରନ୍‌ କରିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଂଲାଦେଶ ଦଳ । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ପ୍ରଥମ ଇନିଂସରେ ବାଂଲାଦେଶ ଦଳ ୨୨୭ ରନ୍‌ରେ ଅଲଆଉଟ୍‌ ହୋଇଛି ।

ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ବାଂଲାଦେଶ ଦଳର ଦୁଇ ଓପନର ଜଗି ରଖି ବ୍ୟାଟିଂ କରୁଥିଲେ । ଉଭୟଙ୍କ ମଧ୍ୟରେ ୩୯ ରନ୍‌ର ଭାଗିଦାରୀ ହେବାପରେ ଜାକିର ହାସନଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ ଫାଷ୍ଟ ବୋଲର ଜୟଦେବ ଉନଦକଟ୍‌ । ସାଣ୍ଟୋ ୨୪ ରନ୍‌ କରି ଆଉଟ ହୋଇଥିଲେ । ବାଂଲାଦେଶର ୪ ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ରନ୍‌ ମଧ୍ୟ କରି ପାରିନଥିଲେ ।

ବାଂଲାଦେଶ ପକ୍ଷରୁ କେବଳ ମୋମିନୁଲ୍‌ ସର୍ବାଧିକ ୮୪ ରନ୍‌ କରିଥିଲେ । ତାଙ୍କ ପଛକୁ ସିନିଅର ବ୍ୟାଟର ମୁସିଫିକର ରହିମ ୨୬ ରନ୍‌ କରିଥିଲେ । ସେହିଭଳି ଲିଟନ ଦାସ ୨୫ ରନ୍‌ କରି ଆଉଟ ହୋଇଥିଲେ । ସାଣ୍ଟୋ ୨୪ ରନ୍‌ କରି ଆଉଟ ହୋଇଥିଲେ । ବାଂଲାଦେଶର ୪ ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ରନ୍‌ ମଧ୍ୟ କରି ପାରିନଥିଲେ ।

ଶେର୍‌-ଏ-ବାଂଲା ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚ୍‌ରେ ଫାଷ୍ଟ ବୋଲରଙ୍କୁ ସ୍ବିଙ୍ଗ୍‌ ମିଳୁଛି । ୱିକେଟ ଲେନ୍ଥ୍‌ରେ ବୋଲିଂ କଲେ ବୋଲର ୱିକେଟ ପାଇ ପାରିବେ ବୋଲି କହିଛନ୍ତି ଫାଷ୍ଟ ବୋଲର ଉମେଶ ଯାଦବ । ବାଂଲାଦେଶ ପକ୍ଷରୁ କେବଳ ମୋମିନୁଲ୍‌ ସର୍ବାଧିକ ୮୪ ରନ୍‌ କରିଥିଲେ । ତାଙ୍କ ପଛକୁ ସିନିଅର ବ୍ୟାଟର ମୁସିଫିକର ରହିମ ୨୬ ରନ୍‌ କରିଥିଲେ । ସେହିଭଳି ଲିଟନ ଦାସ ୨୫ ରନ୍‌ କରି ଆଉଟ ହୋଇଥିଲେ । ସାଣ୍ଟୋ ୨୪ ରନ୍‌ କରି ଆଉଟ ହୋଇଥିଲେ । ବାଂଲାଦେଶର ୪ ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ରନ୍‌ ମଧ୍ୟ କରି ପାରିନଥିଲେ ।

ସେପଟେ ଭାରତ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଉମେଶ ଯାଦବ ୧.୭୦ ହାରରେ ରନ୍‌ ଦେଇ ୪ଟି ୱିକେଟ ନେଇଛନ୍ତି । ସେହିଭଳି ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ୩.୩୦ ହାରରେ ରନ୍‌ ଖର୍ଚ୍ଚ କରି ୪ଟି ୱିକେଟ ନେଇଛନ୍ତି । ଦୀର୍ଘ ଦିନ ପରେ ଜାତୀୟ ଦଳକୁ ଫେରିଥିବା ଫାଷ୍ଟ ବୋଲର ଜୟଦେବ ଉନଦକଟ ଦୁଇଟି ୱିକେଟ ନେଇ ବାଂଲାଦେଶର ବ୍ୟାଟିଂ ଅର୍ଡର ବିଗାଡ଼ି ଦେଇଥିଲେ । ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ହିଁ ବାଂଲାଦେଶ ଟିମ୍‌ ପ୍ରଥମ ଇନିଂସ ଖେଳ ସମାପ୍ତ କରିଛି । ଏହାପରେ ଲିଡ୍‌ ନେବା ଆଶାରେ ପଡ଼ିଆକୁ ଓହ୍ଲାଇଛି ଭାରତୀୟ ଦଳ । ବର୍ତ୍ତମାନ ପିଚ୍‌ରେ ଦୁଇ ଭାରତୀୟ ଓପନର କେଏଲ ରାହୁଲ ଓ ଶୁଭମନ ଗିଲ ବ୍ୟାଟିଂ କୁରଛନ୍ତି ।

Last Updated : Dec 22, 2022, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.