ETV Bharat / sports

U19 WC: ଭାରତର ଘାତକ ବୋଲିଂରେ ଧରାଶାୟୀ ବାଂଲାଦେଶ

author img

By

Published : Jan 29, 2022, 7:36 PM IST

ଚଳିତ ICC ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପର ଶେଷ ସୁପର ଲିଗ କ୍ବାର୍ଟ-ଫାଇନାଲ ମୁକାବିଲା ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଭାରତୀୟ କ୍ୟାପଟେନ ପ୍ରଥମେ ୟଶ ଦୁଲ୍‌ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

ICC Under 19 World Cup 2022, Quarter-Final: India u19 opt to bowl
U19 WC: ଭାରତର ଘାତକ ବୋଲିଂରେ ଧରାଶାୟୀ ବାଂଲାଦେଶ

ଆଣ୍ଟିଗୁଆ: ଚଳିତ ICC ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପର ଶେଷ ସୁପର ଲିଗ କ୍ବାର୍ଟ-ଫାଇନାଲ ମୁକାବିଲା ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଭାରତୀୟ କ୍ୟାପଟେନ ପ୍ରଥମେ ୟଶ ଦୁଲ୍‌ ବୋଲିଂ ନିଷ୍ପତ୍ତି ନେଇଥିବାବେଳେ ଏହାକୁ ସଠିକ୍‌ ପ୍ରମାଣିତ କରିଛନ୍ତି ବୋଲର । ମ୍ୟାଚ୍‌ର ପ୍ରଥମ ୧୦ ଓଭର ମଧ୍ୟରେ ୩ଟି ଶୀର୍ଷକ୍ରମର ୱିକେଟ ହାସଲ କରିସାରିଛନ୍ତି ଭାରତୀୟ ବୋଲର । ଫଳରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସହ ସଂଘର୍ଷ କରୁଛି ବାଂଲାଦେଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.