ETV Bharat / sports

ICC ମାନ୍ୟତାର ନମ୍ବର ୧ ବ୍ୟାଟର ମିତାଲି ରାଜ୍‌ - ମିତାଲି ରାଜ

ICC ମାନ୍ୟତାର ନମ୍ବର ୧ ବ୍ୟାଟର ସ୍ଥାନରେ ରହିଛନ୍ତି ଭାରତୀୟ ମହିଳା ଦିନିକିଆ ଟିମର କ୍ୟାପଟେନ ମିତାଲି ରାଜ । ଅଧିକ ପଢନ୍ତୁ...

ICC ODI Rankings: Mithali retains top spot, Satterthwaite enters top-five
ICC ମାନ୍ୟତାର ନମ୍ବର ୧ ବ୍ୟାଟର ମିତାଲି ରାଜ୍‌
author img

By

Published : Sep 21, 2021, 6:32 PM IST

ଦୁବାଇ: ICC ମାନ୍ୟତାର ନମ୍ବର ୧ ବ୍ୟାଟର ସ୍ଥାନରେ ରହିଛନ୍ତି ଭାରତୀୟ ମହିଳା ଦିନିକିଆ ଟିମର କ୍ୟାପଟେନ ମିତାଲି ରାଜ । ୭୬୨ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ICC ମାନ୍ୟତାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ମିତାଲି । ଦକ୍ଷିଣ ଆଫ୍ରିକାର ଲିଜଲେ ଲି ୭୬୧ ରେଟିଂ ପଏଣ୍ଟ ସହିତ ଦ୍ବିତୀୟ ଓ ଅଷ୍ଟ୍ରେଲିଆର ଆଲେସ ହେଲି ୭୫୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ଇଂଲଣ୍ଡର ଟିମ ବ୍ୟୁମୋଣ୍ଟ ଚତୁର୍ଥ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ଏମି ସଟର୍ଥୱେଟ୍‌ ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଯାଇଛନ୍ତି । ଅଷ୍ଟ୍ରେଲୀୟ କ୍ୟାପଟେନ ମେଗ ଲାନିଙ୍ଗ୍‌ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବାବେଳେ, ଭାରତୀୟ ଓପନର ସ୍ମୃତି ମାନ୍ଧାନା ସପ୍ତମରେ ରହିଛନ୍ତି ।

ସେହିପରି ବୋଲିଂ ମାନ୍ୟତାରେ ଶୀର୍ଷ ୧୦ ସ୍ଥାନ ମଧ୍ୟରେ ଝୁଲଣ ଗୋସ୍ବାମୀ ଓ ପୁନମ ଯାଦବଙ୍କ ରୂପରେ ଦୁଇଜଣ ଭାରତୀୟ ଖେଳାଳି ରହିଛନ୍ତି । ତେବେ ଅଲରାଉଣ୍ଡର ମାନ୍ୟତାରେ ଦିପ୍ତୀ ଶର୍ମା ଏକମାତ୍ର ଭାରତୀୟ ଖେଳାଳି ଭାବେ ଶ୍ରେଷ୍ଠ ୧୦ ସ୍ଥାନ ମଧ୍ୟରେ ସ୍ଥାନ ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.