ETV Bharat / sports

ଅଶ୍ବିନଙ୍କ ଟି-୨୦ ବିଶ୍ବକପ ଜର୍ସି ଦେଖି ଝିଅ ଆଶ୍ଚର୍ଯ୍ୟ

author img

By

Published : Oct 18, 2021, 6:25 AM IST

ଟିମ ଇଣ୍ଡିଆ ଅକ୍ଟୋବର ୨୪ରେ ଦୁବାଇରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଟି-୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଅଧିକ ପଢନ୍ତୁ...

'Have never seen you in this jersey': Ashwin's daughter as he flaunts India T20 WC outfit
ଅଶ୍ବିନଙ୍କ ଟି-୨୦ ବିଶ୍ବକପ ଜର୍ସି ଦେଖି ଝିଅ ଆଶ୍ଚର୍ଯ୍ୟ

ଦୁବାଇ: ଭାରତୀୟ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ବିନ ରବିବାର ଟି-୨୦ ବିଶ୍ବକପ ଜର୍ସି ପିନ୍ଧି ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରିବା ସହ ଅଶ୍ବିନ ଏକ ମଜାଦାର କଥା ମଧ୍ୟ କହିଛନ୍ତି । ଟିମ ଇଣ୍ଡିଆର ଏହି ଜର୍ସିରେ ଆଗରୁ ଦେଖିନଥିବା କୁନି ଝିଅ ପ୍ରଶ୍ନ କରିଥିବା ଅଶ୍ବିନ କହିଛନ୍ତି ।

ଅଶ୍ବିନ ଟ୍ବିଟରରେ ଲେଖିଛନ୍ତି ନୂଆ ଜର୍ସିରେ ଦେଖିବା ଝିଅ ପଚାରିଥିଲେ, "ବାପା ତୁମକୁ ଆଗରୁ ଏହି ଜର୍ସିରେ ଦେଖିନାହିଁ ।"

ଭାରତୀୟ କ୍ୟାପଟେନ ବିରାଟ କୋହଲି ଶନିବାର ଅଶ୍ବିନଙ୍କୁ ଟି-୨୦ ସ୍କ୍ବାଡ୍‌ରେ ସାମିଲ ନେଇ ସ୍ପଷ୍ଟ କରିଥିଲେ । ହ୍ବାଇଟ ବଲ୍‌ କ୍ରିକେଟରେ ଅଶ୍ବିନ ନିଜର ପ୍ରଦର୍ଶନ ଭଲ କରିଥିବାରୁ ତାଙ୍କୁ ସ୍କ୍ବାଡରେ ସାମିଲ କରାଯାଇଥିଲା କୋହଲି କହିଥିଲେ ।

ଟିମ ଇଣ୍ଡିଆ ଅକ୍ଟୋବର ୨୪ରେ ଦୁବାଇରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଟି-୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.