ETV Bharat / sports

ଖୋର୍ଦ୍ଧାରେ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ

author img

By

Published : Aug 14, 2021, 4:44 PM IST

Updated : Aug 14, 2021, 8:22 PM IST

ଓଡିଶାରେ ପୂର୍ବତନ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନ । ଅଧିକ ପଢନ୍ତୁ...

former cricketer Mohammad Azharuddin visits khordha
ଖୋର୍ଦ୍ଧାରେ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ

ଖୋର୍ଦ୍ଧା: ଓଡିଶାରେ ପୂର୍ବତନ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନ । ସ୍ଥାନୀୟ ଏକ ଘରୋଇ ସ୍କୁଲରେ ନିର୍ମାଣ ହେବ କ୍ରିକେଟ ଏକାଡେମୀ । ଏହାର ଅତିଥି ଭାବେ ଯୋଗ ଦେବା ସହ କ୍ରିକେଟ ଏକାଡେମୀର ଭିତ୍ତିଭୂମି ପରଖିଛନ୍ତି ଆଝାରୁଦ୍ଦିନ ।

ଖୋର୍ଦ୍ଧା ବରୁଣେଇ ପାଦଦେଶରେ ରହିଛି ଏହି ସ୍କୁଲ । ଏକ ଅନ୍ତର୍ଜାତୀୟ ମାନର କ୍ରିକେଟ ଏକାଡେମୀ ଖୋଲିବାକୁ ସ୍କୁଲର ଯୋଜନା ରହିଛି ।

କ୍ରିକେଟ ପ୍ରତି ବିଶେଷ ରୁଚି ରଖୁଥିବା ପିଲାମାନଙ୍କୁ ଏଠାରେ କ୍ରିକେଟ ଖେଳର ପ୍ରଶିକ୍ଷଣ ଦିଆଯିବ । ଆଝାରୁଦ୍ଦିନ ପଡିଆ, ପିଚ୍‌ ଓ ଗ୍ୟାଲେରୀ ହେବାକୁ ଥିବା ସ୍ଥାନ ବୁଲିଦେଖିଥିଲେ ଓ ପରେ କର୍ତ୍ତୃପକ୍ଷଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ । ଶେଷରେ ସ୍କୁଲର ଅତିଥି ଉପସ୍ଥାନରେ ନିଜର ସ୍ବାକ୍ଷର କରିଥିଲେ । ବର୍ତ୍ତମାନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ସଭାପତି ରହିଛନ୍ତି ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ଆଝାରୁଦ୍ଦିନ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Aug 14, 2021, 8:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.