ETV Bharat / sports

ବିଶ୍ବ ପିତୃ ଦିବସ: ସୋସିଆଲ ମିଡିଆରେ ପିତାଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରିକେଟର - ସୋସିଆଲ ମିଡିଆରେ ଶୁଭେଚ୍ଛା

ପିତୃ ଦିବସ ଅବସରରେ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଭାରତୀୟ କ୍ରିକେଟର । ଅଧିକ ପଢନ୍ତୁ...

Cricketers take to social media to wish Happy Father's Day
ପିତୃ ଦିବସ: ସୋସିଆଲ ମିଡିଆରେ ପିତାଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରିକେଟର
author img

By

Published : Jun 20, 2021, 8:26 PM IST

ନୂଆଦିଲ୍ଲୀ: ପିତୃ ଦିବସ ଅବସରରେ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନେକ ଭାରତୀୟ କ୍ରିକେଟର । ଏହି ପବିତ୍ର ଦିବସର ଉତ୍ସବ ମନାଇ ଇଶାନ କିଶନ ଓ କୁଲଦୀପ ଯାଦବ ନିଜର ପିତାଙ୍କ ସହିତ ଫଟୋ ସେୟାର କରି କୃତଜ୍ଞତା ଜଣାଇଛନ୍ତି ।କୁଲଦୀପ ଏବେ ଶ୍ରୀଲଙ୍କା ଗସ୍ତ କରିବା ପୂର୍ବରୁ ଭାରତୀୟ ସୀମିତ ଓଭର ଟିମ ସହ ମୁମ୍ବାଇରେ କ୍ବାରେଣ୍ଟିନରେ ରହିଛନ୍ତି । ଜୁଲାଇ 13ରୁ ଏହି ସିରିଜ ଆରମ୍ଭ ହେବାକୁ ଯାଉଥିବାବେଳେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ଓ ପରେ ଟି20 ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।

  • To the one I can always rely on, The one who supports me no matter what. Grateful for you Papa. Happy Father's Day. ♥️ pic.twitter.com/OuBRKP6ehw

    — Kuldeep yadav (@imkuldeep18) June 20, 2021 " class="align-text-top noRightClick twitterSection" data=" ">

ଅନ୍ୟପଟେ ଝାଡଖଣ୍ଡ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଯୁବ ମୁମ୍ବାଇ କ୍ରିକେଟର ଇଶାନ କିଶନ ମଧ୍ୟ ନିଜ ପିତାଙ୍କ ପାଇଁ ଭାବପୂର୍ଣ୍ଣ ବାର୍ତ୍ତା ଲେଖିବା ସହ ଫଟୋ ସେୟାର କରିଛନ୍ତି ।

  • My anchor in life. Thank you papa for being there for me through the highs and lows. You have always unconditionally supported me and I am so grateful to you daddy cool. You are a rockstar. 😎 pic.twitter.com/AiEgQLyIcG

    — Ishan Kishan (@ishankishan51) June 20, 2021 " class="align-text-top noRightClick twitterSection" data=" ">

ସେହିପରି ଗୀତା ବସ୍ରା ପିତୃ ଦିବସ ଅବସରରେ ଝିଅଙ୍କ ସହିତ ସ୍ବାମୀ ହରଭଜନ ସିଂହଙ୍କ ସହ ଫଟୋ ସେୟାର କରିଛନ୍ତି ।

  • We have some things that act as time machines for us. A song, a smell, a sound, a flavour.

    For me, it's something from my Father's childhood that always takes me on a trip down memory lane.
    On #FathersDay I want to share that special place with you all.
    Miss you always, Baba. pic.twitter.com/I9LXa7wgMK

    — Sachin Tendulkar (@sachin_rt) June 20, 2021 " class="align-text-top noRightClick twitterSection" data=" ">
  • Happy father's day to all the father's all across the world. Of all the wonderful things that God has blessed me with, being a father is by far the greatest joy and blessing . As I miss my old man this day, I also celebrate our memories together. ❤️

    — Virat Kohli (@imVkohli) June 20, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.