ETV Bharat / sports

ଜାଣନ୍ତୁ ଭାରତ ବିଶ୍ବକପରେ କେବେ ଓ କାହା ବିପକ୍ଷରେ ଖେଳିବ

ଭାରତ ତାର ବିଶ୍ବକପ ଅଭିଯାନ ଜୁନ 5ରୁ ଆରମ୍ଭ କରିବ । ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 9, 2019, 5:29 PM IST

ଲଣ୍ଡନ: କ୍ରିକେଟ ବିଶ୍ବକପକୁ ଆଉମାତ୍ର 21 ଦିନ । ମେ 30ରୁ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ବିଶ୍ବକପ ଖେଳାଯିବ । ସେଥିପାଇଁ ସବୁ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ମେ22ରେ ଭାରତୀୟ ଦଳ ବିଶ୍ବକପ ଖେଳିବାକୁ ଇଂଲଣ୍ଡ ଯାତ୍ରା କରିବ ।

ଭାରତ ଖେଳିବାକୁ ଥିବା ମ୍ୟାଚ ସୂଚି଼ ଉପରେ ଆସନ୍ତୁ ନଜର ପକାଇବା:
ଭାରତ ତାର ବିଶ୍ବକପ ଅଭିଯାନ ଜୁନ 5ରୁ ଆରମ୍ଭ କରିବ । ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ।

ମ୍ୟାଚ ସଂଖ୍ୟା ଦେଶ ମ୍ୟାଚ ତାରିଖ/ଦିନ ବନାମ ଦେଶ କେଉଁଠି

- 09 ଭାରତ 5 ଜୁନ/ବୁଧବାର ଦକ୍ଷିଣ ଆଫ୍ରିକା ସାଉଥମ୍ପଷ୍ଟନ
- 15 ଭାରତ 9 ଜୁନ/ରବିବାର ଅଷ୍ଟ୍ରେଲିଆ ଓଭାଲ,ଲଣ୍ଡନ
- 19 ଭାରତ 13 ଜୁନ/ଗୁରୁବାର ନିଓ୍ବୁଜିଲାଣ୍ଡ ଟ୍ରେଣ୍ଟବ୍ରିଜ,ନଟିଙ୍ଘମ
- 23 ଭାରତ 16 ଜୁନ/ରବିବାର ପାକିସ୍ତାନ ମଞ୍ଚେଷ୍ଟର
- 29 ଭାରତ 22 ଜୁନ/ଶନିବାର ଆଫଗାନିସ୍ଥାନ ସାଉଥମ୍ପଷ୍ଟନ
- 35 ଭାରତ 27 ଜୁନ/ଗୁରୁବାର ୱେଷ୍ଟଇଣ୍ଡିଜ ମଞ୍ଚେଷ୍ଟର
- 39 ଭାରତ 30 ଜୁନ/ରବିବାର ଇଂଲଣ୍ଡ ଏଜବେଷ୍ଟନ,ବର୍ମିଙ୍ଘାମ
- 41 ଭାରତ 02 ଜୁଲାଇ/ମଙ୍ଗଳବାର ବାଂଲାଦେଶ ଏଜବେଷ୍ଟନ,ବର୍ମିଙ୍ଘାମ
- 45 ଭାରତ 06 ଜୁଲାଇ/ଶନିବାର ଶ୍ରୀଲଙ୍କା ହେଡିଙ୍ଗଲି,ଲିଡସ

09ଜୁଲାଇ ପ୍ରଥମ ସେମିଫାଇନାଲ 1ମସ୍ଥାନ(ଦଳ) ବନାମ 4ର୍ଥସ୍ଥାନ(ଦଳ)
11ଜୁଲାଇ ଦ୍ବିତୀୟ ସେମିଫାଇନାଲ 2ୟସ୍ଥାନ(ଦଳ) ବନାମ 3ୟସ୍ଥାନ(ଦଳ)
14ଜୁଲାଇ ଫାଇନାଲ

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.