ETV Bharat / sports

ପ୍ରୋ କବାଡି ଲିଗରେ ଜାତୀୟ ସଂଗୀତ ଗାଇଲେ କୋହଲି, ଫ୍ୟାନ୍ସଙ୍କ ପ୍ରଶଂସା - ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି

ବିରାଟ କୋହଲି ପ୍ରୋ କବାଡି ଲିଗର ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ଜାତୀୟ ସଂଗୀତ ଗାନ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@prokabadi)
author img

By

Published : Jul 28, 2019, 2:38 PM IST

ମୁମ୍ବାଇ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଚଳିତ ପ୍ରୋ କବାଡି ଲିଗର ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ । ୟୁ ମୁମ୍ବା ଓ ପୁନେରି ପଲଟନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ତେବେ ମ୍ୟାଚ ଆରମ୍ଭ ପୂର୍ବରୁ କୋହଲି ଜାତୀୟ ସଂଗୀତ ଗାନ କରିଥିଲେ । ଏହାକୁ ଭାରତୀୟ ଫ୍ୟାନ୍ସ ଖୁବ ପ୍ରଶଂସା କରିଛନ୍ତି ।

Kohli Sings National Anthem
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
Kohli Sings National Anthem
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କବାଡି ପ୍ରତି ତାଙ୍କର ଦୁର୍ବଳତା ରହିଥିବା ନେଇ କୋହଲି କହିଥିଲେ । ଏହାସହ ପିଲାବେଳେ ଖେଳୁଥିବା ଏହି ଭାରତୀୟ ଖେଳ, କିପରି ଏତେ ଶୀଘ୍ର ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ହୋଇଛି ମଧ୍ୟ କହିଥିଲେ । ବିଶ୍ବରେ ଭାରତୀୟ କବାଡି ଦଳ ସର୍ବଶ୍ରେଷ୍ଠ ବୋଲି କୋହଲି କହିଛନ୍ତି । ପ୍ରୋ କବାଡି ଲିଗରେ ବିଶ୍ବର କୋଣ ଅନୁକୋଣରୁ ଖେଳାଳିମାନେ ଆସି ଖେଳୁଛନ୍ତି । ଏ ଟୁର୍ଣ୍ଣାମେଣ୍ଟର ସବୁଠୁ ବଡ ସଫଳତା ।

Intro:Body:

TESTING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.