ETV Bharat / sports

ପାକିସ୍ତାନ ବୋଲରଙ୍କୁ ତ୍ରାହି ନାହିଁ !

ଦମଦାର ଫର୍ମରେ ଥିବା ଇଂଲିଶ ବ୍ୟାଟ୍ସମ୍ୟାନଙ୍କ ଫର୍ମକୁ ଦେଖିଲେ ପାକିସ୍ତାନର ବୋଲରଙ୍କୁ ତ୍ରାହି ନାହିଁ ବୋଲି ଚର୍ଚ୍ଚା ହେଉଛି ।

author img

By

Published : Jun 3, 2019, 2:40 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନଟିଂହାମ: ଆଇସିସି କ୍ରିକେଟ ବିଶ୍ବକପରେ ଆଜି ଘରୋଇ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ତେବେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି ।

ଇଂଲଣ୍ଡ ତାର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା । ପାକିସ୍ତାନ କିନ୍ତୁ ୱେଷ୍ଟଇଣ୍ଡିଜ ଠାରୁ ଲଜ୍ଜ୍ୟାଜନକ ଭାବେ ହାରିଥିଲା । ମାତ୍ର 105 ରନରେ ଅଲଆଉଟ ହୋଇ ବିଶ୍ବକପ ଇତିହାସରେ ଅଲୋଡା ରେକର୍ଡକୁ ନିଜ ନାଁରେ କରିଥିଲା ।

ତେବେ ଆଜିର ମ୍ୟାଚ ନଟିଂହାମରେ ରହିଛି । ଏଠାରେ ପୂର୍ବରୁ ପାକିସ୍ତାନ ଇଂଲଣ୍ଡ ଦିନିକିଆ ସିରିଜରେ 2ଥର 400ରୁ ଅଧିକ ରନ କରିଥିଲା ଇଂଲଣ୍ଡ । ରେକର୍ଡ 481 ରନ କରି କ୍ରିକେଟ ଇତିହାସରେ 500ରନ କରିହେବ ବୋଲି ଜଣାଇ ଦେଇଥିଲା ।

ତେବେ ପାକିସ୍ତାନ ଖେଳିଥିବା ଶେଷ 10 ମ୍ୟାଚରେ ପରାଜୟର ମୁହଁ ଦେଖିଛି । ନଟିଂହାମର ବ୍ୟାଟିଂ ଟ୍ରାକରେ ପୁଣି ହାଇସ୍କୋରିଙ୍ଗ ମ୍ୟାଚ ଦେଖିବାକୁ ମିଳିପାରେ । ଦମଦାର ଫର୍ମରେ ଥିବା ଇଂଲିସ ବ୍ୟାଟ୍ସମ୍ୟାନଙ୍କ ଫର୍ମକୁ ଦେଖିଲେ ପାକିସ୍ତାନର ବୋଲରଙ୍କୁ ତ୍ରାହି ନାହିଁ ବୋଲି ଚର୍ଚ୍ଚା ହେଉଛି ।

Intro:Body:

dfdddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.