ETV Bharat / sports

ମୋଟେରା ଷ୍ଟାଡିୟମରେ ଖେଳାଯିବ ମହିଳା ସିନିୟର ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି - ମୋଟେରା ଷ୍ଟାଡିୟମ ଅହମ୍ମଦାବାଦ

ଅହମଦାବାଦକୁ ଖୁବଶୀଘ୍ର ଫେରିବ କ୍ରିକେଟ । ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ମୋଟେରା ଷ୍ଟାଡିୟମରେ ଖେଳାଯିବ ମହିଳା ସିନିୟର ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ।

One-Dayer Challengers Trophy
ମହିଳା ସିନିୟର ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି
author img

By

Published : Feb 29, 2020, 11:50 PM IST

ରାଜକୋଟ: ଅହମଦାବାଦକୁ ଖୁବଶୀଘ୍ର ଫେରିବ କ୍ରିକେଟ । ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ମୋଟେରା ଷ୍ଟାଡିୟମରେ ଖେଳାଯିବ ମହିଳା ସିନିୟର ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ।

Women's Senior One-Dayer Challengers Trophy
ମୋଟେରା ଷ୍ଟାଡିୟମ ଅହମ୍ମଦାବାଦ

ମାର୍ଚ୍ଚ 26ରୁ ମହିଳା ସିନିୟର ଟ୍ରଫି ଚ୍ୟାଲେଞ୍ଜର ଟ୍ରଫି ଆରମ୍ଭ ହେଉଛି । ଏନେଇ ଜଣେ ବିସିସିଆଇ ଅଧିକାରୀ ସୂଚନା ଦେଇଛନ୍ତି ।

ପୂର୍ବରୁ 2020 ଆଇପିଏଲ ସଂସ୍କରଣର ଫାଇନାଲ ମୁକାବିଲା ଏହି ଷ୍ଟାଡିୟମରେ ଖେଳାଯିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

ନଜର ପକାନ୍ତୁ ମହିଳା ସିନିୟର ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ମ୍ୟାଚ ସୂଚୀ ଉପରେ...

ମାର୍ଚ୍ଚ 26- ଇଣ୍ଡିଆ ରେଡ ବନାମ ଇଣ୍ଡିଆ ବ୍ଲୁ

ମାର୍ଚ୍ଚ 27- ଇଣ୍ଡିଆ ଗ୍ରିନ ବନାମ ଇଣ୍ଡିଆ ରେଡ

ମାର୍ଚ୍ଚ 28- ଇଣ୍ଡିଆ ବ୍ଳୁ ବନାମ ଇଣ୍ଡିଆ ଗ୍ରିନ

ମାର୍ଚ୍ଚ 30 ଫାଇନାଲ

ସମସ୍ତ ମ୍ୟାଚ ମୋଟେରା ଷ୍ଟାଡିୟମରେ ଖେଳାଯିବ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.