ETV Bharat / sports

WTC Final: ଖେଳର ପ୍ରଥମ ସେସନ ବନ୍ଦ କଲା ବର୍ଷା, ସୋସିଆଲ ମିଡିଆରେ ମିମ୍ସ ବନ୍ୟା - ସୋସିଆଲ ମିଡିଆରେ ମିମ୍ସ ବନ୍ୟା

ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ବର୍ଷା ଯୋଗୁଁ ବନ୍ଦ ହେଲା ପ୍ରଥମ ଦିନର ପ୍ରଥମ ସେସନ । ଯାହାପରେ ସୋସିଆଲ ମିଡିଆରେ

jokes flood in twitter,  rain washes out first session of WTC final, first session of WTC final,  World Test Championship final, WTC final, ଖେଳର ପ୍ରଥମ ସେସନ ବନ୍ଦ କଲା ବର୍ଷା, ସୋସିଆଲ ମିଡିଆରେ ମିମ୍ସ ବନ୍ୟା, ସୋସିଆଲ ମିଡିଆ ମିମ୍ସ
WTC Final: ଖେଳର ପ୍ରଥମ ସେସନ ବନ୍ଦ କଲା ବର୍ଷା, ସୋସିଆଲ ମିଡିଆରେ ମିମ୍ସ ବନ୍ୟା
author img

By

Published : Jun 18, 2021, 5:00 PM IST

ନୂଆଦିଲ୍ଲୀ: ଭାରତ ବନାମ ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଉପରେ କୋପ ଦୃଷ୍ଟି ପକାଇଛି ବର୍ଷା । ଖରାପ ପାଗ ଯୋଗୁଁ ମ୍ୟାଚର ଗୋଟିଏ ସେସନ ବାତିଲ ହୋଇଛି । ଆଉ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ମ୍ୟାଚର ସମସ୍ତ 5 ଦିନ ସହ ପାଣିପାଗକୁ ଦୃଷ୍ଟିରେ ରଖି ସଂରକ୍ଷିତ ଥିବା ଷଷ୍ଠ ଦିନରେ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ଯଦି 5 ଦିନର ଖେଳକୁ ଯଦି ବର୍ଷା ଧୋଇନିଏ ତେବେ ଅତିରିକ୍ତ ଗୋଟିଏ ଦିନ ମଧ୍ୟ କୌଣସି ଲାଭ ହେବ ନାହିଁ ।

  • Good morning from Southampton. We are just over an hour away from the scheduled start of play but It continues to drizzle here. The match officials are on the field now. ☔ #WTC21 pic.twitter.com/Kl77pJIJLo

    — BCCI (@BCCI) June 18, 2021 " class="align-text-top noRightClick twitterSection" data=" ">

ତେବେ ବର୍ଷା ଖେଳର ମଜାକୁ ବିଗାଡ଼ି ଦେଇଥିବା ବେଳେ, ଟ୍ବିଟରରେ ସାଉଥାମ୍ପଟନ ବର୍ଷା ନେଇ ମିମ୍ସର ବନ୍ୟା ହୋଇଛି । ବର୍ଷା ସତ୍ତ୍ବେ କିଭଳି ମ୍ୟାଚ ଖେଳି ହେବ ତାକୁ ନେଇ ମଧ୍ୟ ସେୟାର ହୋଇଛି ଜୋକ୍ସ ଆଉ ମିମ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.