ETV Bharat / sports

ଚାଇନମ୍ୟାନ ବୋଲରଙ୍କ ସଫଳତାର ରାଜ୍ - attack

ଆକ୍ରମଣାତ୍ମକ ବୋଲିଂ ତାଙ୍କୁ ପସନ୍ଦ । କ୍ୟାପଟେନ ଭାବେ କୋହଲି ଏଥିପାଇଁ ପୂର୍ଣ୍ଣ ସ୍ବାଧିନତା ଦିଅନ୍ତି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 16, 2019, 11:44 PM IST

କୋଲକାତା: ଚାଇନାମ୍ୟାଚ ବୋଲର କୁହାଯାଉଥିବା କୁଲଦିପ ଯାଦବ ନିଜ ସଫଳତାର ରାଜ କହିଛନ୍ତି । କ୍ୟାପଟେନ ବିରାଟ ଆକ୍ରମଣାତ୍ମକ କ୍ରିକେଟ ଖେଳିବାକୁ ପସନ୍ଦ କରନ୍ତି । ବୋଲିଂ ବେଳେ ବିରାଟ ଆଉଟ କରିବାକୁ ପରାମର୍ଶ ଦିଅନ୍ତି । କ୍ୟାପଟେନ ଭାବେ ଏଥିପାଇଁ ପୂର୍ଣ୍ଣ ସ୍ବାଧିନତା ଦିଅନ୍ତି । ଆକ୍ରମଣାତ୍ମକ ବୋଲିଂ ତାଙ୍କୁ ପସନ୍ଦ । ଯାହାପାଇଁ ସେ ଆଜି ସଫଳ କହିଛନ୍ତି କୁଲଦିପ ।

ଟିମ ଇଣ୍ଡିଆର ଏହି ବାମହାତୀ ସ୍ପିନର ଅନେକବାର ପ୍ରତିପକ୍ଷଙ୍କୁ ମାତ ଦେଇଛନ୍ତି । ନିଆରା ବୋଲିଂ ଆକ୍ସନ ହୋଇଥିବାରୁ ବ୍ୟାଟ୍ସମ୍ୟାନ ଚକମା ଖାଇଯାନ୍ତି । 24 ବର୍ଷିୟ କୁଲଦିପ ଦେଶ ପାଇଁ ବିଶ୍ବକପ ଖେଳିବାକୁ ନେଇ ଉତ୍ସାହିତ ଥିବା କହିଛନ୍ତି ।

ବିଶ୍ବକପରେ ସେ ଭଲ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିଛନ୍ତି । ଆଇପିଏଲରେ ଆଖିଦୃଶିଆ ପ୍ରଦର୍ଶନ ସେ କରିନଥିଲେ । ତେବେ ଆଇପିଏଲ ଓ ବିଶ୍ବକପ ଭିନ୍ନ । କୁଲଦିପ ଆଇପିଏଲରେ କେକେଆର ଦଳରୁ ଖେଳିଥିଲେ । 9ଟି ମ୍ୟାଚରୁ ମାତ୍ର 4 ୱିକେଟ ସେ ନେଇଥିଲେ ।

sample description

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.