ETV Bharat / sports

ବିଶ୍ବକପ: ବିରାଟଙ୍କ ପସନ୍ଦ ବିଜୟ - VIJAY SHANKAR

ବିଜୟ ଶଙ୍କର ବିଶ୍ବକପରେ ଖୁବ ଶୀଘ୍ର ଏକ ମ୍ୟାଚ ବିଜୟୀ ଇଂନିସ ଖେଳିବାକୁ ଯାଉଛନ୍ତି ବୋଲି କହିଛନ୍ତି ବିରାଟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)
author img

By

Published : Jun 30, 2019, 6:11 AM IST

ଲଣ୍ଡନ: ନିଜ ପ୍ରଥମ ବିଶ୍ବକପ ଖେଳୁଥିବା ବିଜୟ ଶଙ୍କରଙ୍କର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଛି । ତେବେ ସମସ୍ତ ପ୍ରଶ୍ନର ଜବାବ ରଖିଛନ୍ତି କ୍ୟାପଟେନ କୋହଲି । ସେ କହିଛନ୍ତି ବିଜୟ ଶଙ୍କର ବିଶ୍ବକପରେ ଖୁବ ଶୀଘ୍ର ଏକ ମ୍ୟାଚ ବିଜୟୀ ଇଂନିସ ଖେଳିବାକୁ ଯାଉଛନ୍ତି । ଦଳରେ ବିଜୟ ଉଭୟ ବୋଲିଂ ଓ ବ୍ୟାଟିଂ ମଧ୍ୟ କରୁଛନ୍ତି । ମଧ୍ୟକ୍ରମରେ ଗୁରୁତ୍ବପୂର୍ଣ୍ଣ 4ନଂ ସ୍ଥାନରେ ବ୍ୟାଟିଂ ପାଇଁ ବିଜୟ ଶଙ୍କରଙ୍କୁ ସୁଯୋଗ ଦିଆଯାଉଛି ।

ବିଜୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ପ୍ରଥମ ଓଭରରେ ଭାରତ ପାଇଁ ଏକ ବଡ ସଫଳତା ଦେଇଥିଲେ । ସେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କ୍ୟାପଟେନ କୋହଲିଙ୍କ ସହ ମିଶି 50ରୁ ଉର୍ଦ୍ଧ ରନର ପାର୍ଟନରସିପ କରିଥିଲେ । ତେଣୁ ବିଜୟ ଶଙ୍କରଙ୍କୁ ଦଳ ଆହୁରି ସୁଯୋଗ ଦେବାର ଦରକାର ରହିଛି ବୋଲି କହିଛନ୍ତି ବିରାଟ। ଅନ୍ୟପଟେ ବାମହାତୀ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ବିଶ୍ବକପରେ ଖେଳିବାପାଇଁ ଆହୁରି ଅପେକ୍ଷା କରିବାକୁ ହେବ ବୋଲି ସେ କହିଛନ୍ତି ।

Intro:Body:

BLANK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.