ETV Bharat / sports

ବିଶ୍ବକପରେ ଓପନିଂ ବୋଲିଂ କରିବାରେ ତାହିର ପ୍ରଥମ ସ୍ପିନର - over

ଜଣେ ସ୍ପିନର ଭାବେ ତାହିର ବିଶ୍ବକପ ଇତିହାସରେ ପ୍ରଥମ ଓଭର ବୋଲିଂ କରିଥିବା ବୋଲର ହୋଇ ଯାଇଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 31, 2019, 3:22 PM IST

ଲଣ୍ଡନ: ଆରମ୍ଭ ହୋଇଛି ଆଇସିସି କ୍ରିକେଟ ବିଶ୍ବକପ 2019 । ପ୍ରଥମ ମ୍ୟାଚରେ ଘରୋଇ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିଲା ଟକ୍କର । ତେବେ ପ୍ରଥମ ମ୍ୟାଚରେ ବଡ ବ୍ୟାବଧାନ ରେ ଜିତିଛି ଇଂଲିସ ଦଳ।

ପ୍ରଥମେ ଟସ ଜିତି ଦକ୍ଷିଣ ଆଫ୍ରିକାର କ୍ୟାପଟେନ ଫାଫ ଡୁପ୍ଲେସିସ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ । 2019 ବିଶ୍ବକପର ପ୍ରଥମ ଓଭର ବୋଲିଂ କରିବାକୁ ଡିପ୍ଲେସିସ ସ୍ପିନର ଇମ୍ରାମ ତାହିରଙ୍କ ହାତରେ ବଲ ଦେଇଥିଲେ ।

ତାପରେ ତାହିର ଜଣେ ସ୍ପିନର ଭାବେ ବିଶ୍ବକପ ଇତିହାସରେ ପ୍ରଥମ ଓଭର ବୋଲିଂ କରିଥିବା ବୋଲର ହୋଇ ଯାଇଥିଲେ । ତେବେ ତାହିର ଓଭରର ଦ୍ବିତୀୟ ବଲରେ ଜନି ବେଷ୍ଟୋଙ୍କୁ ଶୂନରେ ଆଉଟ କରିଦେଇଥିଲେ। 1992 ବିଶ୍ୱକପରେ ନ୍ୟୁଜିଲାଣ୍ଡ ସ୍ପିନର ଦିପକ ପଟେଲ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଓଭର ବୋଲିଂ କରିଥିଲେ।

Intro:Body:

sdfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.