ETV Bharat / sports

ବିଶ୍ବକପ: ଟସ ଜିତି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି - west indies

ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ମଧ୍ୟରେ ହେଉଛି ଆଜିର ଲଢେଇ । ଟସ ଜିତି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 31, 2019, 3:29 PM IST

ନଟିଂହମ: ଆଇସିସି କ୍ରିକେଟ ବିଶ୍ବକପ 2019ର ଦ୍ବିତୀୟ ମ୍ୟାଚ ଟ୍ରେଣ୍ଟବ୍ରିଜରେ ଖେଳାଯାଉଛି । ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ମଧ୍ୟରେ ହେଉଛି ଆଜିର ଲଢେଇ । ଏହାକୁ ପେସ ବନାମ ପାୱାର ମଧ୍ୟ କୁହାଯାଉଛି । ଟସ ଜିତିଥିଲେ ୱେଷ୍ଟଇଣ୍ଡିଜର କ୍ୟାପଟେନ ଜେସନ ହୋଲ୍ଡର । ତେବେ ପିଚ ବ୍ୟାଟିଂ ଅନୁକୁଳ ଥିବାରୁ ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ୱେଷ୍ଟଇଣ୍ଡିଜ ।

ୱେଷ୍ଟଇଣ୍ଡିଜ ଦଳ: କ୍ରିସ ଗେଲ, ସାଇ ହୋପ(ୱିକେଟକିପର), ଡାରେନ ବ୍ରାଭୋ, ସିମ୍ରନ ହେଟମେୟର, ଆଣ୍ଡ୍ରେ ରସେଲ, ଜେସେନ ହେଲ୍ଡର(କ୍ୟାପଟେନ), ଆସଲେ ନର୍ସ, ସେଲଡନ କଟ୍ରେଲ, ଓସାନ ଥୋମାସ, କାର୍ଲୋସ ବାର୍ଥୱେଟ ।

ପାକିସ୍ତାନ ଦଳ: ଫକର ଜମନ, ଇମାମ-ଉଲ-ହକ, ବାବାର ଆଜମ, ହାରିସ ସୋହେଲ, ସର୍ଫରାଜ ଅହମ୍ମଦ(କ୍ୟାପଟେନ/ୱିକେଟକିପର), ମହମ୍ମହ ହାଫିଜ, ଇମାଦ ୱାସିମ, ସଦାବ ଖାନ, ମହମ୍ମଦ ଆମିର, ହାସନ ଅଲ୍ଲୀ, ୱାହାବ ରିଆଜ ।

ଭୁବନେଶ୍ୱର:ଆସନ୍ତା 6 ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ବିଭାଗ ହକି ସିରିଜ।2020 ରେ ଜାପାନ ର ଟୋକିଓ ରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ ପାଇଁ ଏହା ଅନ୍ୟତମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ।ଯେଉଁଥିରେ ଭାରତ ସମେତ 8ଟି ଟିମ ଭାଗନେଉଥିବା ବେଳେ ଆଜି ରୁଷିଆ ଓ ପୋଲାଣ୍ଡ ଦଳ ଆସି ପହଞ୍ଚିଛନ୍ତି।
ବିଶ୍ୱ ରିୟାଙ୍କିଙ ର 21 ଓ 22 ତମ ସ୍ଥାନରେ ଥିବା ପୋଲାଣ୍ଡ ଓ ରୁଷିଆ ନିଜ ଗ୍ରୁପରେ ଭାରତ ଓ ଉଜବେକିସ୍ଥାନ ସହିତ ପ୍ରତିଦ୍ବନ୍ଦିତା କରିବେ।ଆଜି ବିମାନ ବନ୍ଦରରେ ପହଂଚିବା ପରେ ଉଭୟ ଦଳ ନିଜର ଉନ୍ନତ ପ୍ରଦର୍ଶନ ପୂର୍ବକ ଅଲମ୍ପିକ କ୍ବାଲିଫାଇ ପାଇଁ ଖେଳିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ କି 6 ତାରିଖରେ ଆରମ୍ଭ ହେଉଥିବା ତୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ପୋଲାଣ୍ଡ ଓ ଉଜବେକିସ୍ଥାନ ସହିତ ଖେଳାଯିବାକି ଥିବାବେଳେ ଦ୍ଵିତୀୟ ମ୍ୟାଚ ଭାରତ ଓ ରୁଷିଆ ମଧ୍ୟରେ ଖେଳାଯିବ।
Laxmikanta Das
Bhubaneswar
Visual already sent by WhatsApp
Byte-1-Russia player
Byte -2-Poland player

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.