ETV Bharat / sports

ବିଶ୍ବକପ: ଟସ ଜିତି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି

ବିଶ୍ବକପ ଲଢେଇରେ ଆଜି ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆ ମ୍ୟାଚ ଖେଳାଯାଉଛି । ଟସ ଜିତି ୱେଷ୍ଟଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ଆଇସିସି)
author img

By

Published : Jun 6, 2019, 3:40 PM IST

Updated : Jun 6, 2019, 4:49 PM IST

ନଟିଂହାମ: ବିଶ୍ବକପ ଲଢେଇରେ ଗୁରୁବାର ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆ ମ୍ୟାଚ ଖେଳାଯାଉଛି । ପ୍ରଥମେ ଟସ ଜିତି ୱେଷ୍ଟଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

toss
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ଆଇସିସି)

ନଟିଂହାମର ବ୍ୟାଟିଂ ପିଚରେ ହାଇସ୍କୋରିଂ ମ୍ୟାଚ ଦେଖିବାକୁ ମିଳିପାରେ । ପିଚ ପ୍ରଥମରୁ ପେସ ବୋଲରଙ୍କ ପାଇଁ ଅନୁକୂଳ ରହିବ । ତେବେ ଦ୍ବିତୀୟ ଇନିଂସରେ ନଟିଂହାମରେ ବଡ ଟାର୍ଗେଟକୁ ହାସଲ କରିବାର ନଜିର ରହିଛି । ତେବେ 360ରୁ ଊର୍ଦ୍ଧ୍ବ ସ୍କୋର ବିଶ୍ବକପ ମ୍ୟାଚରେ ସଫଳ ଚେଜ ହୋଇନାହିଁ ।

ଅଷ୍ଟ୍ରେଲିଆ ଦଳ : ଆରୋନ ଫିଞ୍ଚ(କ୍ୟାପଟେନ), ଡେଭିଡ ୱାର୍ଣ୍ଣର, ଉସମାନ ଖୱାଜା, ଷ୍ଟିଭ ସ୍ମିଥ, ମାର୍କୋସ ଷ୍ଟୋନିସ, ଗ୍ଳେନ ମାକ୍ସୱେଲ, ଆଲେକ୍ସ କ୍ୟାରି(ୱିକେଟକିପର), ନାଥନ କୁଟର ନାଇଲ, ପାଟ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ।

ୱେଷ୍ଟଇଣ୍ଡିଜ ଦଳ: କ୍ରିସ ଗେଲ, ଇଭିନ ଲୁଇସ, ସାଇ ହୋପ(ୱିକେଟକିପର), ସିମ୍ରନ ହେଟମେୟର, ନିକୋଲାସ ପୁରୋନ(ୱିକେଟକିପର), ଆଣ୍ଡ୍ରେ ରସେଲ, ଜାସନ ହୋଲ୍ଡର(କ୍ୟାପଟେନ), କର୍ଲୋସ ବ୍ରାଥୱେଟ, ଆସଲେ ନର୍ସ, ସେଲଡ୍ରନ କଟ୍ରେଲ, ଓସାନେ ଥୋମାସ ।

Intro:Body:

erterte

Conclusion:
Last Updated : Jun 6, 2019, 4:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.