ETV Bharat / sports

ବିଶ୍ବକପର ଗୋଟିଏ ସଂସ୍କରଣରେ ରୋହିତଙ୍କ ସର୍ବାଧିକ ଶତକର ରେକର୍ଡ

ଟିମ ଇଣ୍ଡିଆର ଉପ ଅଧିନାୟକ ହିଟମ୍ୟାନ ରୋହିତ ଶର୍ମା ବିଶ୍ବକପରେ 5 ଶତକ ହାସଲ କରିଛନ୍ତି । ଏହା ସହିତ 2015 ବିଶ୍ବକପରେ ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ 4ଟି ଶତକର ରେକର୍ଡକୁ ଭଙ୍ଗ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jul 6, 2019, 10:47 PM IST

ଲିଡସ: ଟିମ ଇଣ୍ଡିଆର ଉପ ଅଧିନାୟକ ହିଟମ୍ୟାନ ରୋହିତ ଶର୍ମା ବିଶ୍ବକପରେ 5 ଶତକ ହାସଲ କରିଛନ୍ତି । ଏହା ସହିତ 2015 ବିଶ୍ବକପରେ ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ 4ଟି ଶତକର ରେକର୍ଡକୁ ଭଙ୍ଗ କରିଛନ୍ତି ।

ଶ୍ରୀଲଙ୍କା ବିପକ୍ଷରେ ରୋହିତ ପୁଣି ଏକ 103ରନର ଦମଦାର ଶତକୀୟ ପାଳି ଖେଳିଛନ୍ତି । ରୋହିତଙ୍କ ବିଶ୍ବକପରେ ପ୍ରଦର୍ଶନକୁ ଅବିଶ୍ବସନୀୟ ବୋଲି କୁହାଯାଉଛି । କାରଣ କ୍ରିକେଟ ବିଶ୍ବକପ ଇତିହାସରେ 5ଟି ଶତକ କୌଣସି ବ୍ୟାଟ୍ସମ୍ୟାନ ହାସଲ କରିନାହାଁନ୍ତି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.