ETV Bharat / sports

ବିଶ୍ବକପ: ଦକ୍ଷିଣ ଆଫ୍ରିକାକୁ 309 ରନର ଟାର୍ଗେଟ ଦେଲା ପାକିସ୍ତାନ - SOUTH AFRICA

ବିଶ୍ବକପ ଲଢେଇରେ ଆଜି ପାକିସ୍ତାନ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେଉଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ 7ୱିକେଟ ହରାଇ 308 ରନ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jun 23, 2019, 9:06 PM IST

ଲର୍ଡ୍ସ: ବିଶ୍ବକପ ଲଢେଇରେ ଆଜି ପାକିସ୍ତାନ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେଉଛି । ତେବେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ 7ୱିକେଟ ହରାଇ 308 ରନ କରିଛି । ବାବାର ଆଜାମ 69, ଇମାମ-ଉଲ-ହକ 44, ଓ ଫକର ଜମନ 44ରନ କରିଛନ୍ତି ।

ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ମହମ୍ମଦ ହାଫିଜ ମାତ୍ର 20 ରନ କରି ଆଉଟ ହୋଇଥିଲେ । ତେବେ ମ୍ୟାଚର ଶେଷ 5 ଓଭରରେ ପାକିସ୍ତାନ ଧୁଆଁଧାର ବ୍ୟାଟିଂ କରିଥିଲା । ଇମାଦ ୱାସିମ 15 ବଲରେ 23 ରନ କରିଥିଲେ । ପାକିସ୍ତାନ ପକ୍ଷରୁ ହାରିସ ସୋହେଲ ସର୍ବାଧିକ 59 ବଲରୁ 9ଚୌକା ଓ 3 ଛକା ସହାୟତାରେ 89 ରନ କରିଥିଲେ । ଫଳରେ ପାକିସ୍ତାନର ସ୍କୋରକୁ 300 ପାର ହୋଇଥିଲା ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏଙ୍ଗିଡି ସର୍ବାଧିକ 3ଟି ଓ ଇମ୍ରାନ ତାହିର 2ଟି ୱିକେଟ ନେଇଥିଲେ । ଆଡେନ ମାକ୍ରେମ ଗୋଟିଏ ଓ ଆଣ୍ଡିଲେ ଫେଲୁକାୱ ଗୋଟିଏ ୱିକେଟ ନେଇଥିଲେ ।

Intro:Body:

dfgd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.