ETV Bharat / sports

ବିଶ୍ବକପ: ବର୍ତ୍ତିଗଲା ପାକିସ୍ତାନ, ଲଢିଲା ଆଫଗାନ - AFGANISTAN

227 ରନର ଟାର୍ଗେଟକୁ ପିଛା କରି ମୁଖ ବ୍ୟାଟ୍ସମ୍ୟାନଙ୍କୁ ଶୀଘ୍ର ହରାଇଥିଲା ପାକ । ତେବେ ଅଲରାଉଣ୍ଡର ଇମାଦ ୱାସିମ ପାକିସ୍ତାନ ପାଇଁ 49ରନର ମ୍ୟାଚ ବିଜୟୀ ପାଳି ଖେଳି ପାକିସ୍ତାନକୁ 3ୱିକେଟରେ ବିଜୟୀ କରାଇଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jun 30, 2019, 12:08 AM IST

ଲଣ୍ଡନ: ଏକ ନିଶ୍ଚିତ ପରାଜୟରୁ ବର୍ତ୍ତିଯାଇଛି ପାକିସ୍ତାନ । 227 ରନର ଟାର୍ଗେଟକୁ ପିଛା କରି ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ଶୀଘ୍ର ହରାଇଥିଲା ପାକ । ତେବେ ଅଲରାଉଣ୍ଡର ଇମାଦ ୱାସିମ ପାକିସ୍ତାନ ପାଇଁ 49ରନର ମ୍ୟାଚ ବିଜୟୀ ପାଳି ଖେଳି ପାକିସ୍ତାନକୁ 3ୱିକେଟରେ ବିଜୟୀ କରାଇଥିଲେ । 50 ତମ ଓଭରର ଚତୁର୍ଥ ବଲକୁ ଚୌକାମାରି ଇମାଦ ପାକିସ୍ତାନକୁ ବିଜୟକୁ ପୁରା କରିଥିଲେ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)
ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ମ୍ୟାଚ ବିଜୟୀ ପାଳି ପାଇଁ ଇମାଦ ପ୍ଲେଆର ଅଫ ଦି ମ୍ୟାଚ ହୋଇଥିଲେ । ପାକିସ୍ତାନ ପକ୍ଷରୁ ବାବର ଆଜାମ 45, ଇମାମ-ଉଲ-ହକ 36,ହାରିସ ସୋହେଲ 27 ରନର ପାଳି ଖେଳିଥିଲେ । ଏହି ବିଜୟ ପରେ ପାକିସ୍ତାନ ଇଂଲଣ୍ଡକୁ ପଛକୁ ଠେଲି 9 ସହ ପଏଣ୍ଟ ଟେବୁଲର 4ର୍ଥ ସ୍ଥନରେ ପହଞ୍ଚିଛି । ଏହା ସହ ସେମିଫାଇନାଲ ଆଶା ଉଜ୍ଜୀବିତ ରହିଛି।

ତେବେ ସବୁଚେଷ୍ଟା ପରେ ଖରାପ ପିଲ୍ଡିଂ ପାଇଁ ବିଜୟକୁ ହାତ ଛଡା କରିଛି ଆଫଗାନିସ୍ତାନ । ଦଳ ପକ୍ଷରୁ ମୁଜିବ ରେହମାନ 2ଟି, ମହମ୍ମଦ ନବି 2ୱିକେଟ ନେଇଥିଲେ । ରସିଦ ଖାନ ଗୋଟିଏ ୱିକେଟ ନେଇପାରିଥିଲେ । ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 227 ରନ କରିଥିଲା । ଦଳ ପକ୍ଷରୁ ସର୍ବାଧିକ ରନ କରିଥିଲେ ପୂର୍ବତନ କ୍ୟାପଟେନ ଅସଘର ଆଫଗାନ । 35 ବଲରୁ ଦ୍ରୁତ 42 ରନର ପାଳି ଖେଳିଥିଲେ ଅସଘର । ନଜିବୁଲ୍ଲା ଜର୍ଡାନ ମଧ୍ୟ 42 ରନର ପାଳି ଖେଳିଥିଲେ । ରହମତ ସାହା 35 ଓ ୱିକେଟ କିପର ଇକ୍ରାମ ଅଲ୍ଲି ଖିଲ 24 ରନ କରିଥିଲେ ।

Intro:କଟକ: ସିଲଭରସିଟି ରେ ରାଜ୍ୟଗୋଷ୍ଠି ଟେବୁଲଟେନିସ ପ୍ରତିଯୋଗତା । ଏହା ଆସନ୍ତା ମାସ 17 ତାରିଖ ରୁ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଚାଲିବ । ଵର୍ତମାନ ସୁଧା 14 ଟି ଦେଶ ପ୍ରତିଯୋଗତା ଭାଗ ନେବାପାଇଁ ସ୍ଥିର ହୋଇସାରିଥିବା।ବେଳେ ଆଉ 2 ଟି ଦେଶ ଙ୍କ ଭାଗ ନେବାର ଗ୍ରୀନ ସିଗନାଲ ଏଜବତ ସ୍ପଷ୍ଟ ହୋଇନି ।

Body:ତେବେ ମ୍ୟାଚ ମାତ୍ର ଅଳ୍ପ ଦିନ ବାକି ଥିବା ବେଳେ ଷ୍ଟାଡିଅମ ପ୍ରସ୍ତୁତି କାମ ଶେଷ ପର୍ଯ୍ୟାୟରେ ପହଁଚିଛି । ଲାଇଟ୍ସ , ସାଉଣ୍ଡ , ଚେୟାର ମରାମତି , ସାଇଟ ସ୍କ୍ରିନ ଇତ୍ୟାଦି ନବେ ପ୍ରତିଶତ ଶେଷ ହୋଇଛି । ଆଉ ମାତ୍ର କିଛି ଦିନ ମଧ୍ୟରେ ସମସ୍ତ କାମ ଶେଷ ହୋଇ ମ୍ୟାଚ ଆରମ୍ଭ ହେବ ବୋଲି କହିଛନ୍ତି ରାଜ୍ୟ ଟେବୁଲ ଟେନିସ ସଂଘ ର ସଭାପତି ଏଲ ଏନ ଗୁପ୍ତା ।

Conclusion: ହକି ବିଶ୍ୱକପ ପରେ ଏହା ଏକ ମେଗା ଇଭେଣ୍ଟ ହୋଇଥିବାରୁ ରାଜ୍ୟ ସରକାର ଏଥିପ୍ରତି ବେଶ ଯତ୍ନବାନ । କାରଣ ଭାରତ ସମେତ ଅନ୍ୟ 13 ଦେଶ ଏହି ପ୍ରତିଯୋଗିତାରେ ସାମିଲ ହେବେ । ଏହା ଜୁଲାଇ 17 ରୁ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଚାଲିବ ।

ବାଇଟ: ଏଲ ଏନ ଗୁପ୍ତା ( ରାଜ୍ୟ ଟେବୁଲଟେନିସ ସଂଘ ସଭାପତି )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.