ETV Bharat / sports

ବିଶ୍ବକପ: ପାକିସ୍ତାନକୁ 228 ରନର ଟାର୍ଗେଟ ଦେଲା ଆଫଗାନିସ୍ତାନ - AFGANISTAN

ବିଶ୍ବକପ ଲଢେଇରେ ଶନିବାର ପାକିସ୍ତାନ ଆଫଗାନିସ୍ତାନ ମୁକାବଲା ହେଉଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 227 ରନ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jun 29, 2019, 7:22 PM IST

Updated : Jun 30, 2019, 12:01 AM IST

ଲଣ୍ଡନ: ବିଶ୍ବକପ ଲଢେଇରେ ଶନିବାର ପାକିସ୍ତାନ ଆଫଗାନିସ୍ତାନ ମୁକାବଲା ଚାଲିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 227 ରନ ସ୍କୋର କରିଛି । ଦଳ ପକ୍ଷରୁ ସର୍ବାଧିକ ରନ କରିଛନ୍ତି ପୂର୍ବତନ କ୍ୟାପଟେନ ଅସଗର ଆଫଗାନ । 35 ବଲରୁ ଦ୍ରୁତ 42 ରନର ପାଳି ଖେଳିଛନ୍ତି ଅସଗର । ସେପଟେ ନଜିବୁଲ୍ଲା ମଧ୍ୟ 42 ରନର ପାଳି ଖେଳିଛନ୍ତି । ରହମତ ସାହା 35 ଓ ୱିକେଟ କିପର ଇକ୍ରାମ ଅଲ୍ଲି ଖିଲ 24 ରନ କରିଛନ୍ତି ।

ପାକିସ୍ତାନ ବୋଲର ପୁଣି ଦମଦାର ବୋଲିଂର ପ୍ରଦର୍ଶନ କରିଛନ୍ତି । ସାହିନ ଆଫ୍ରିଦି ସର୍ବାଧିକ 4ଟି ୱିକେଟ ଅକ୍ତିଆର କରିଛନ୍ତି । ୱାହାବ ରିଆଜ 2ଟି, ଇମାଦ ୱାସିମ 2ଟି ୱିକେଟ ନେଇଥିଲେ । ସାଦବ ଖାନ ଗୋଟିଏ ୱିକେଟ ନେଇଥିବାବେଳେ ଷ୍ଟାର ବୋଲର ମହମ୍ମଦ ଆମିରଙ୍କୁ ୱିକେଟ ମିଳିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
Last Updated : Jun 30, 2019, 12:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.