ETV Bharat / sports

ବିଶ୍ବକପ: ଇଂଣ୍ଡିଜକୁ 269 ରନର ଟାର୍ଗେଟ ଦେଲା ଭାରତ

ପ୍ରଥମେ ବ୍ୟାଟିଂ କରି ଭାରତ ୱେଷ୍ଟଇଣ୍ଡିଜ ସାମ୍ନାରେ 269 ରନର ଲକ୍ଷ୍ୟ ରଖିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jun 27, 2019, 7:14 PM IST

ମାଞ୍ଚେଷ୍ଟର: ବିଶ୍ବକପ ଲଢେଇରେ ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବଲା ହେଉଛି । ପ୍ରଥମେ ବ୍ୟାଟିଂ କରି ଭାରତ ୱେଷ୍ଟଇଣ୍ଡିଜ ସାମ୍ନାରେ 269 ରନର ଲକ୍ଷ୍ୟ ରଖିଛି । ଭାରତର ପକ୍ଷରୁ କ୍ୟାପଟେନ କୋହଲି ସର୍ବାଧିକ 72 ରନ କରିଛନ୍ତି । ରୋକେଶ ରାହୁଲ 48, ହାର୍ଦ୍ଦିକ ପାଣ୍ଡ୍ୟା 46ର ପାଳି ଖେଳିଥିଲେ । ଧୋନୀ ଶେଷଯାଏଁ ଅପାରଜିତ ରହି 61 ବଲରୁ 56 ରନର ପାଳି ଖେଳି ଭାରତର ସ୍କୋରକୁ 260 ପାର କରାଇଥିଲେ ।

ୱେଷ୍ଟଇଣ୍ଡିଜ ପକ୍ଷରୁ କେମାର ରୋଚ ଜବରଜସ୍ତ ବୋଲିଂ କରିଥିଲେ । 10 ଓଭର ବୋଲି କରି ମାତ୍ର 36 ରନ ବ୍ୟୟ କରି ସର୍ବାଧିକ 3ଟି ୱିକେଟ ହାତେଇଥିଲେ । କ୍ୟାପଟେନ ଜେସନ ହୋଲ୍ଡର 2ଟି ଓ ସେଲଡନ କଟ୍ରେଲ 2ଟି ୱିକେଟ ନେଇଛନ୍ତି ।

Intro:Body:

fsfds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.