ETV Bharat / sports

ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

ଆଜି ବିଶ୍ବକପରେ ଇଂଲଣ୍ଡ ପାକିସ୍ତାନ ମଧ୍ୟରେ ଲଢେଇ ହେଉଛି । ଟସ ଜିତି ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି କରିଛନ୍ତି ।

author img

By

Published : Jun 3, 2019, 3:15 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନଟିଂହାମ: ଆଜି ବିଶ୍ବକପରେ ଇଂଲଣ୍ଡ ପାକିସ୍ତାନ ମଧ୍ୟରେ ଲଢେଇ ହେଉଛି । ଟ୍ରେଣ୍ଟବ୍ରିଜର ବ୍ୟାଟିଂ ଟ୍ରାକ ନଟିଂହାମରେ ଖେଳାଯାଉଛି ମ୍ୟାଚ । ଟସ ଜିତି ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି କରିଛନ୍ତି । ନଟିଂହାମରେ 450 ମଧ୍ୟ ଜିତିବା ସ୍କୋର ନୁହେଁ ବୋଲି ଚର୍ଚ୍ଚା ହେଉଛି । ବ୍ୟାଟିଂ ଟ୍ରାକ ହୋଇଥିବାରୁ ଟାର୍ଗେଟ ଦେଖି ସହଜ ରନ ଚେଜ ଲକ୍ଷ୍ୟରେ ଇଂଲିସ ବାହିନୀ ରହିଛି ।

ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ ଖେଳିସାରିଛନ୍ତି । ଇଂଲଣ୍ଡ ଖେଳିଥିବା ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା । ତେବେ ପାକିସ୍ତାନ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଥିଲା ।

ଇଂଲଣ୍ଡ ଦଳ: ଇଆନ ମୋର୍ଗାନ(କ୍ୟାପଟେନ), ଜସ ବଟଲର(ୱିକେଟକିପର), ଜନି ବେଷ୍ଟୋ, ଜୋ ରୁଟ, ବେନ ଷ୍ଟୋକ୍ସ, ମୋଇନ ଅଲ୍ଲୀ, କ୍ରିସ ୱକ୍ସ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ, ଟମ କରନ ।

ପାକିସ୍ତାନ ଦଳ: ଫକର ଜମନ, ଇମାମ-ଉଲ-ହକ, ବାବାର ଆଜମ, ମହମ୍ମଦ ହାଫିଜ, ସର୍ଫରାଜ ଅହମ୍ମଦ(କ୍ୟାପଟେନ/ୱିକେଟ କିପର), ସୋଏବ ମଲିକ, ଆସିଫ ଅଲ୍ଲୀ, ସାଦବ ଖାନ, ହାସନ ଅଲ୍ଲୀ, ୱାହାବ ରିଆଜ, ମହମ୍ମଦ ଆମିର ।

Intro:Body:

dfdddh

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.