ETV Bharat / sports

ବିଶ୍ବକପ: ଟସ ଜିତି ବାଂଲାଦେଶର ବୋଲିଂ ନିଷ୍ପତ୍ତି

ଆଜି ବିଶ୍ବକପରେ ଇଂଲଣ୍ଡ ସହିତ ବାଂଲାଦେଶର ମ୍ୟାଚ ରହିଛି । ବାଂଲାଦେଶ କ୍ୟାପଟେନ ମସରେଫେ ମୋର୍ତାଜା ପ୍ରଥମ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ଆଇସିସି)
author img

By

Published : Jun 8, 2019, 3:08 PM IST

କାରଡିଫ: ଆଜି ବିଶ୍ବକପରେ 2ଟି ମ୍ୟାଚ ଖେଳାଯାଉଛି । ପ୍ରଥମ ମ୍ୟାଚରେ ଘରୋଇ ଇଂଲଣ୍ଡ ସହିତ ବାଂଲାଦେଶର ମ୍ୟାଚ ରହିଛି । ବାଂଲାଦେଶ କ୍ୟାପଟେନ ମୁସରେଫେ ମୋର୍ତାଜା ପ୍ରଥମ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ଆଇସିସି)

ଫଳରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବ । ବର୍ଷା ଯୋଗୁଁ 2ଦିନ ଧରି ପିଚରେ କଭର ରହିଥିଲା । ତେବେ ମ୍ୟାଚ ଆରମ୍ଭରୁ କିଛି ଓଭର ବୋଲରଙ୍କୁ ସୁହାଉଥିବାରୁ ମୋର୍ତାଜା ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଇପାରେ ।

ବାଂଲାଦେଶ: ତମିମ ଇକବାଲ, ସୌମ୍ୟ ସରକାର, ସାକିବ ଅଲ ହସନ, ମୁସଫିକର ରହିମ(ୱିକେଟକିପର), ମହମ୍ମଦ ମିଥୁନ, ମହମ୍ମଦୁଲ୍ଲା, ମୋସାଦେକ ହୁସେନ, ମହମ୍ମଦ ସୈଫଉଦ୍ଦିନ, ମେହେଦୀ ହସନ, ମୁସରଫେ ମୋର୍ତାର୍ଜା(କ୍ୟାପଟେନ), ମୁସ୍ତାଫିଜୁର ରେହମାନ ।

ଇଂଲଣ୍ଡ: ଜସନ ରୟ, ଜନ୍ନି ବେଷ୍ଟୋ, ଜୋ ରୁଟ, ଇଆନ ମୋର୍ଗାନ(କ୍ୟାପଟେନ), ବେନ ଷ୍ଟୋକ୍ସ, ଜସ ବଟଲର(ୱିକେଟକିପର), କ୍ରିସ ୱର୍କ୍ସ, ଲିଆମ ପ୍ଲଙ୍କେଟ, ଜୋଫ୍ରା ଆର୍ଚର, ମାର୍କ ଉଡ ।

Slug- ଟ୍ରକ ଧକାରେ ସାଇକେଲ ଆରୋହି ମୃତ

Format- AVO

Place-khurda,4.6.19

Visual-whatsaap

ଆଙ୍କର : ଟ୍ରକ ଧକାରେ ରାସ୍ତାରେ ଯାଉଥିବା ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲା ବାଘମାରି ଥାନା ଅନ୍ତର୍ଗତ ତୁଳସୀପୁର ବଜାର ଠାରେ ବାଙ୍କୀ ଆଡୁ ଆସୁଥିବା ଏକ ବାଲି ବୋଝେଇ ଟ୍ରକ ରାସ୍ତାରେ ଯାଉଥିବା ସାଇକେଲ ଆରୋହୀଙ୍କୁ ପଛପଟୁ ଧକା ଦେବା ଫଳରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି ।ମୃତକ ଜଣକ ବାଙ୍କୀ ଥାନା ନରଗାଙ୍ଗ ଗ୍ରାମର କାଳିଆ ଖାଁ । ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକ ଟାୟାର ଜାଳି ବାଙ୍କୀ ଖୋର୍ଦ୍ଧା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.