ETV Bharat / sports

ଆଜିଠୁ ଆରମ୍ଭ ମହିଳା ଫୁଟବଲ ବିଶ୍ବକପ - womens

ଆଜିଠୁ ଫ୍ରାନ୍ସରେ ଆରମ୍ଭ ହେଉଛି ମହିଳା ଫୁଟବଲ ବିଶ୍ବକପର 8ମ ସଂସ୍କରଣ । ଆଜିର ମ୍ୟାଚ ଫ୍ରାନ୍ସ ବନାମ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 7, 2019, 11:26 AM IST

ହାଇଦ୍ରାବାଦ: ଆଜିଠୁ ଫ୍ରାନ୍ସରେ ଆରମ୍ଭ ହେଉଛି ମହିଳା ଫୁଟବଲ ବିଶ୍ବକପର 8ମ ସଂସ୍କରଣ । ଆଜିକ ମ୍ୟାଚ ଫ୍ରାନ୍ସ ବନାମ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯିବ । ଫୁଟବଲର ଏହି ମହାକୁମ୍ଭରେ ମୋଟ 24ଟି ଟିମ ଭିତରେ ଲଢେଇ ହେବ । ବ୍ରାଜିଲ, ଜର୍ମାନୀ, ଜାପାନ, ନାଇଜେରିଆ, ନରୱେ, ସ୍ବିଡେନ ଓ ଆମେରିକା ବିଶ୍ବକପରେ ଶକ୍ତିଶାଳୀ ଟିମ ରହିଛିନ୍ତି । ଅନ୍ୟପଟେ ଚିଲେ, ଜାମାଇକା, ସ୍କଟଲାଣ୍ଡ,ଦକ୍ଷିଣ ଆଫ୍ରିକା 2019 ବିଶ୍ବକପରେ ପ୍ରଥମ କରି ଖେଳିବେ ।

24ଟି ଟିମକୁ 6ଟି ଗ୍ରୁପରେ ରଖାଯାଇଛି । ପ୍ରତି ଗ୍ରୁପ ବିଜେତା ଓ ରନରସର୍ପ ଟିମ ରାଉଣ୍ଡ 16କୁ ଉନ୍ନିତ ହେବେ । ଏଥର ଏହି ବିଶ୍ବକପ ପ୍ରଥମକରି ଫ୍ରାନ୍ସରେ ଖେଳାଯାଉଛି । ପାରିସ,ରେମ୍ସ, ଗ୍ରେନଓବେଲ, ଭାଲେନସିନେସ, ମଣ୍ଟପିଲାର, ନାଇସ, ଲି ହାଭରେ, ଓ ଲାରନ ପରି 9ଟି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ।

2015 ମହିଳା ଫୁଟବଲ ବିଶ୍ବକପରେ ଚମ୍ପିଆନ ହୋଇଥିଲା ଆମେରିକା । ଫାଇନାଲରେ ଜାପାନକୁ 5-2 ଗୋଲରେ ହରାଇ ଚମ୍ପିଆନ ହୋଇଥିଲା ମହିଳା USA ଫୁଟବଲ ଦଳ । ମୋଟ 7ଟି ସଂସ୍କରଣରୁ USA ସର୍ବାଧିକ 3ଥର ବିଶ୍ବକପ ଚମ୍ପିଆନ ହୋଇଛି । ଜର୍ମାନୀ 2ଥର, ଜାପାନ ଓ ନରୱେ ଥରେ ଲେଖାଏଁ ବିଶ୍ବକପ ଟ୍ରଫି ଜିତିଛନ୍ତି ।

  • ଗ୍ରୁପ A: ଫ୍ରାନ୍ସ, ନରୱେ, ନାଇଜେରିଆ, ଦକ୍ଷିଣ କୋରିଆ
  • ଗ୍ରୁପ B: ଜର୍ମାନୀ, ଚାଇନା, ସ୍ପେନ, ଦକ୍ଷିଣ ଆଫ୍ରିକା
  • ଗ୍ରୁପ C: ଇଟାଲି, ପ୍ରାଜିଲ, ଅଷ୍ଟ୍ରେଲିଆ, ଜାମାଇକା
  • ଗ୍ରୁପ D: ଇଂଲଣ୍ଡ, ଜାପାନ, ସ୍କଟଲାଣ୍ଡ, ଆର୍ଜେଣ୍ଟିନା
  • ଗ୍ରୁପ E: କାନାଡା, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, କାମେରୁନ
  • ଗ୍ରୁପ F: ଆମେରିକା, ସ୍ବିଡେନ, ଥାଇଲାଣ୍ଡ, ଚିଲେ

Intro:Body:

hdhdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.