ETV Bharat / sports

ଟ୍ରାକକୁ ଫେରିଲେ ଦୂତି ଚାନ୍ଦ, ୱାର୍ଲ୍ଡ ୟୁନିଭରସିଟି ଗେମରେ ଖେଳିବେ

ଆସନ୍ତା ଜୁଲାଇ 3ରୁ ଇଟାଲି ହେବାକୁ ଥିବା ୱାର୍ଲ୍ଡ ୟୁନିଭରସିଟି ଗେମ ଟୁର୍ଣ୍ଣାମେଣ୍ଟରେ କିଟ ୟୁନିଭରସିଟି ତରଫରୁ ଭାଗନେବେ ଦୌଡ଼ ରାଣୀ ଦୂତିଚାନ୍ଦ ।

author img

By

Published : Jun 29, 2019, 11:05 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ୱର: ଇଟାଲୀ ଯିବେ ଦୌଡ଼ ରାଣୀ ଦୂତିଚାନ୍ଦ । ଆସନ୍ତା ଜୁଲାଇ 3ରୁ ଇଟାଲି ହେବାକୁ ଯାଉଛି ୱାର୍ଲ୍ଡ ୟୁନିଭରସିଟି ଗେମ । ଏହି ଟୁର୍ଣ୍ଣାମେଣ୍ଟରେ କିଟ ୟୁନିଭରସିଟି ପକ୍ଷରୁ ଭାଗନେବେ ସେ।

ଦୌଡ଼ରାଣୀ ଦୂତିଚାନ୍ଦ କିଛି ଦିନ ପୂର୍ବରୁ ନିଜର ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥିଲେ । ତେବେ ବ୍ୟକ୍ତିଗତ ଜୀବନକୁ ଛାଡି ଟ୍ରାକକୁ ଫେରିଛନ୍ତି ଦୂତି । 2017 ରେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ଦୂତୀଚାନ୍ଦ। ତେବେ ଅସୁସ୍ଥତା କାରଣରୁ ମେଡାଲ ଜିତିବାରେ ସଫଳ ହୋଇନଥିଲେ ବୋଲି କହିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଖରା ସତ୍ତ୍ୱେ ଏଥର ଭଲ ପ୍ରାକ୍ସିସ କରିଛନ୍ତି ଓ ମେଡାଲ ଜିତିବାନେଇ ଦୂତି ଆଶାବାଦୀ ଅଛନ୍ତି । ଦୁତି 100 ମିଟର 200 ମିଟର ଓ ରିଲେ ବର୍ଗରେ ଭାଗ ନେଇଛନ୍ତି।

ଭୁବନେଶ୍ବରରୁ ପ୍ରତିନିଧି ଶତରୂପା ସାମନ୍ତରାଓ, ଇଟିଭି ଭାରତ

Intro: ଇଟାଲୀ ଯିବେ ଦୌଡ଼ ରାଣୀ ଦୁତି ଚାନ୍ଦ

Body:ଦୌଡ଼ ରାଣୀ ଦୁତି ଚାନ୍ଦ କିଛି ଦିନ ପୂର୍ବ ରୁ ନିଜର ସମଲିଙ୍ଗି ସମ୍ପର୍କ କୁ ନେଇ ଚର୍ଚ୍ଚା ରେ ଥିବା ବେଳେ ଏବେ ସେ ପୁଣି ଥରେ ଫେକସ କରିଛନ୍ତି ନିଜର ଦୌଡ଼ ଉପରେ। ଆଉ ଏବେ ସେ ଖେଳିବା ପାଇଁ ଇଟାଲି ଯିବେ।
ୱାଡ଼ ୟୁନିଭରସିଟି ଗେମ ରେ ଭାଗ ନେଲେ ଦୁତି। ଆସନ୍ତା 3 ଜୁଲାଇ ରେ ଇଟାଲୀ ରେ ଆରମ୍ଭ ହେବାକୁ ଯାଉ ଥିବା ଏହି ଗେମ ରେ ଦୁତି 100 ମିଟର 200 ମିଟର ଓ ରିଲେ ରେ ଭାଗ ନେଇ ଛନ୍ତି। ଆଉ ଆଶା ମଧ୍ୟ ରଖିଛନ୍ତି ଓଡିଶା ପାଇଁ ସେ ମେଡାଲ ଆଣିବେ।।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.