ETV Bharat / sports

ସଚିନଙ୍କୁ ବିସିସିଆଇର କ୍ଳିନଚିଟ

ବିସିସିଆଇ ଲୋକପାଳ ଡି କେ ଜୈନ ସଚିନଙ୍କ ବିରୁଦ୍ଧରେ ଆସିଥିବା 'Conflict Of interest' ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

author img

By

Published : May 28, 2019, 11:56 AM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ନୂଆଦିଲ୍ଲୀ: ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ପକ୍ଷରୁ ମିଳିଛି ବଡ ଆଶ୍ବସ୍ତି । ବିସିସିଆଇ ଲୋକପାଳ ଡି କେ ଜୈନ ସଚିନଙ୍କ ବିରୁଦ୍ଧରେ ଆସିଥିବା 'Conflict Of interest' ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଜୈନ ଦୁଇ ପୃଷ୍ଠାର ଅଭିଯୋଗ ପତ୍ରକୁ ଅସତ୍ୟ ଓ ତଥ୍ୟହୀନ କହଛନ୍ତି । ଏହାସହ ଘଟଣାର ରାୟ ପ୍ରକାଶ କରି ସଚିନ ସିଏସି ପଦରେ ରହି କାର୍ଯ୍ୟ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

ଏହି ଅଭିଯୋଗକୁ କ୍ରିକେଟ କିମ୍ବଦନ୍ତୀ ସଚିନ ପୂର୍ବରୁ ମିଥ୍ୟା ଦର୍ଶାଇଥିଲେ । ଆଇପିଏଲ ଟିମ ସହିତ କୌଣସି ବୁଝାମଣା ହୋଇନଥିବା ସେ ସ୍ପଷ୍ଟ କରିଥିଲେ ଓ ବିସିସିଆଇକୁ ଏହି ଘଟଣାରେ ଦାୟୀ କରିଥିଲେ । ଏହା ସହିତ ବିସିସିଆଇକୁ ନିଜର ପକ୍ଷ ରଖିବାକୁ କହିଥିଲେ । ପରେ ସଚିନ କ୍ରିକେଟ ଆଡଭାଇଜରୀ କମିଟି(CAC)ର ସଦସ୍ୟ ପଦରେ ରହିବାକୁ ମନା କରିଥିଲେ ।

ମଧ୍ୟ ପ୍ରଦେଶ କ୍ରିକେଟ ଆସୋସିଏସନ(MPCA)ର ସଦସ୍ୟ ସଞ୍ଜୀବ ଗୁପ୍ତା, ସଚିନ ଓ ଲକ୍ଷ୍ମଣଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆଣି CAC ସଦସ୍ୟ ଥାଇ ଆଇପିଏଲ ଟିମ ପାଇଁ କାର୍ଯ୍ୟ କରିବାକୁ ନେଇ ପ୍ରଶ୍ନ ଉଠାଇଥିଲେ ।

Intro:Body:

fghfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.